Breaking

ଅାଜି ଗୁରୁ ଦିବସ : ଶିକ୍ଷାନୁଷ୍ଠାନରେ ବ୍ୟାପକ ଆୟୋଜନ

0

ଭୁବନେଶ୍ୱର: ଆଜି ଭାରତର ପୂବର୍ତନ ରାଷ୍ଟ୍ରପତି ଡଃ ସବର୍ପଲ୍ଲୀ ରାଧାକ୍ରୀଷ୍ଣଙ୍କ ଜନ୍ମଦିନ । ଦେଶବ୍ୟାପି ଆଜି ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଡଃ ସବର୍ପଲ୍ଲୀ ରାଧାକ୍ରୀଷ୍ର ଜଣେ ପୃଥିବୀ ପ୍ରସିଦ୍ଧ ଦାଶର୍ନିକ ଓ ଉତ୍ତମ ଶିକ୍ଷକ ଥିଲେ । ସେଥିପାଇଁ ତାଙ୍କ ସମ୍ନାନାର୍ଥେ ୧୯୬୨ ମସିହାରୁ ତାଙ୍କର ଜନ୍ମ ଦିନକୁ ଗୁରୁ ଦିବସ ଭାବେ ପାଳିତ ହୋଇଆାସୁଛି ।ସାରା ଦେଶରେ ଗୁରୁଦିବସ ଅବସରରେ ଶିକ୍ଷାର୍ଥୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କୁ ପୂଜା କରିଥାଆନ୍ତି । ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନୀକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଆଜି ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁପୂଜାର ପରମ୍ପରା ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରିଥାନ୍ତି ।

loading...

Leave A Reply

Your email address will not be published.