Breaking
Browsing Category

ରାଜ୍ୟ

ଆଜି ଶାମ୍ବଦଶମୀ : ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ। ଏହି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟପୂଜା ଓ ଉପାସନା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆଜି ଭୋରରୁ ଅର୍କକ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଶାମ୍ବଦଶମୀରେ ଘରେ ଘରେ ମଧ୍ୟ ସୂର୍ଯ୍ୟପୂଜାର ପରମ୍ପରା ରହିଛି।…
Read More...

ବସ୍‌ରୁ ୨୦ ବସ୍ତା କଏନ୍ ଜବତ କଲା ଆୟକର ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ ହୋଇଛି। ଆୟକର ବିଭାଗର ଜିଏସ୍‌ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି।ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଏହି ମୁଦ୍ରା ଜବତ କରାଯାଇଛି।ମୁକ୍ତେଶ୍ବର ନାମକ ବସରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା ।…
Read More...

ବାପା ଆରପାରିରେ ମା’ର ବ୍ରେନ୍ ହାମ୍ରେଜ୍ : ଅସହାୟ ଅବସ୍ଥାରେ ତିନି ଭଉଣୀ

ବାଣପୁର(ଗୋବର୍ଦ୍ଧନ ପଣ୍ଡା):ଦୂର୍ଭାଗ୍ୟ ଯେତେବେଳେ ଆସେ ଜ୍ଞ୍ୟାତି କୁଟୁମ୍ବଙ୍କୁ ସାଙ୍ଗରେ ଧରି ଆସେ । ତିନି ତିନୋଟି ଝିଅ ଓ ମମତା ପ୍ରଧାନଙ୍କୁ ଛାଡି ସ୍ବାମି ଧୋବା ପ୍ରଧାନ ଗତ ଦଶବର୍ଷ ତଳୁ ଆରପାରିରେ । ତିନୋଟି ଝିଅକୁ ପାଳିପୋଷି ବଡ କରିବା, ପାଠ ପଢେଇବା କେତେ କଷ୍ଟକର ଜଣେ ସ୍ତ୍ରୀଲୋକ…
Read More...

ନିମ୍ବ ଗଛରୁ ବାହାରୁଛି କ୍ଷୀର : ଦେଖଣାହାରୀ ଙ୍କ ସୁଅ ଛୁଟୁଛି

ନୟାଗଡ(ଗୋବର୍ଦ୍ଧନ ପଣ୍ଡା):ବେଳେବେଳେ କିଛି ଖବର ସାମ୍ନାକୁ ଆସିଥାଏ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟକର ମନେହୁଏ । ଆଜିର ବିଜ୍ଞାନ ଯୁଗରେ ମଣିଷ ବାସ୍ତବିକତା ଉପରେ ବିଶ୍ୱାସ କରୁଥିଲେ ବି କିଛି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥାନ୍ତି । ଯାହାକୁ ଲୋକେ ଇଶ୍ୱରଙ୍କର କ୍ରିୟା ଭାବି ଧୂପ, ଦୀପ,…
Read More...

‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ମକର ଉତ୍ସବ ଓ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦ୍ରଶେଖରପୁର : ଆଜି ପବିତ୍ର ମକର ଉତ୍ସବ ଅବସରରେ ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍’ପକ୍ଷରୁ କଆଖାଇ ନଦୀ ବନ୍ଧ ନିକଟ ମଞ୍ଚେଶ୍ବର ଇଟାଭାଟି ମୁଣ୍ଡାସାହିରେ ଅନୁଷ୍ଠିତ ହୋଇଯାଇଛି ମକର ଉତ୍ସବ ଓ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ। ଅନୁଷ୍ଠାନର ସଭ୍ୟମାନେ ସକାଳେ ବସ୍ତିରେ ପହଞ୍ଚି…
Read More...

ଦୀର୍ଘ ସମୟର ଅପରେସନ ପରେ ନାବାଳକ ଛାତିରୁ ବାହାରିଲା ଲୁହାରଡ୍

ଭୁବନେଶ୍ୱର : ଏସସିବି ମେଡିକାଲରେ ପୁଣି ଏକ ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ବାଳକଙ୍କ ଛାତିରେ ପଶିଥିବା ଲୁହା ରଡ ବାହାର କରାଯାଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବୋ ଗାଁର ନନ୍ଦ କିଶୋର ମହାକୁଡ଼ଙ୍କ ପୁଅ ଚନ୍ଦନ ରବିବାର ଅପରାହ୍ନରେ ଏକ ଲୁହା ରଡ୍‌…
Read More...

ମକର ସଂକ୍ରାନ୍ତି ପାଇଁ ସବୁଠି ଉତ୍ସବର ମାହୋଲ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିପାଇଁ ପଲ୍ଲୀଠୁ ସହର ସବୁଠି ଉତ୍ସବର ମାହୋଲ। ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠା ପଣାରେ ସାରା ପରିବେଶ ମହକି ଉଠୁଛି। ପ୍ରଥମେ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ସମସ୍ତ ପାଇଛନ୍ତି ମକର ଚାଉଳ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ା…
Read More...