Breaking
Browsing Category

ରାଜ୍ୟ

ନିର୍ବାଚନ ପାଇଁ ସଜବାଜ ।

ଭୂବନେଶ୍ବର:ନିର୍ବାଚନ ଆୟୋଗ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରଛନ୍ତି। ଚୂଡ଼ାନ୍ତ ତାଲିକାରେ ୩ କୋଟି ୧୮ ଲକ୍ଷ ୭୮୬ ଭୋଟରଙ୍କୁ ସ୍ଥାନ ଦିଆଯାଇଛି । ଭୋଟର ତାଲିକାରେ ୫ ଲକ୍ଷ ୩୯ ହଜାର ୪୫୪କୁ ବୃଦ୍ଧି ହୋଇଛି । ୪ ଲକ୍ଷ ୧୧ ହଜାର ୫୦ ନୂଆ ଭୋଟର ତାଲିକାରେ ଅନ୍ତଭୁକ୍ତ ହୋଇଛନ୍ତି ।…
Read More...

ଓଡିଶା କଂଗ୍ରେସରେ କମ୍ପନ । ମଙ୍ଗ ଛାଡୁଛନ୍ତି ମଙ୍ଗୁଆଳ

ଭୂବନେଶ୍ବର:କଂଗ୍ରେସ କୁ ସତେ ଯେମିତି ଶନି ଦଷା ପଡିଛି। ଉଠିବ କଂଗ୍ରେସ ହସିବ ଓଡିଶା ର ନାରା ଦଉଥିବା ଓଡିଶା କଂଗ୍ରେସ ଏବେ ଉଠିବା ପାଇ ବଳ ହରାଉଛିା କଂଗ୍ରେସକୁ ଆଉ ଏକ ଝଟକା ଦେଇ ଦଳରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ପ୍ରଣୟ ସାହୁ । ସମସ୍ତ ପଦ ଓ ଦଳର ସଦସ୍ୟତା ପଦରୁ ସେ ଇସ୍ତଫା…
Read More...

ପୁରୁଷ କମିଶନ ସଙ୍ଗଠନ ତରଫରୁ ଅମ୍ରିତ୍ ପୁହାଣଙ୍କୁ ନ୍ୟାୟ ଦେବା ପାଇଁ ଜନଗର୍ଜନ ସମାବେଶ

ଭୁବନେଶ୍ୱର(୧୯.୦୧.୨୦୧୯): ପୁରୁଷ କମିଶନ ସଙ୍ଗଠନ ତରଫରୁ ଶତାଧିକ ଲୋକ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋପ ପ୍ରଦର୍ଶନ କରିଥିଲେ। ଘଟଣାଟି ହେଲା ଭଦ୍ରକ ଜିଲ୍ଲାର କୋଦଣ୍ଡପୁର ଗ୍ରାମର ଶ୍ରୀମାନ ଅମ୍ରିତ୍ ପୁହାଣ ତାଙ୍କର ଜଣେ ସହପାଠିନୀଙ୍କୁ ଭଲ ପାଉଥିଲେ। ସେ ଜଣେ ପିତୃ ଛେଉଣ୍ଡ ଓ ଅତ୍ୟନ୍ତ…
Read More...

ରାଜ୍ୟ ସରକାରଙ୍କ ଭତ୍ତା ଭେଟି ।

ଭୂବନେଶ୍ବର:ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୨୦୦ ଟଙ୍କା ସୁରକ୍ଷା ଭତ୍ତା ବୃଦ୍ଧି କରିଛନ୍ତି । ସାମାଜିକ ସୁରକ୍ଷା ଭତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨ଶହ ଟଙ୍କା ଭତ୍ତା ବୃଦ୍ଧି କରିଛନ୍ତି । ଫଳରେ ୩ଶହ ଟଙ୍କା ଭତା…
Read More...

ଆଦାନୀ କୌଶଳ ବିକାଶ କେନ୍ଦ୍ରକୁ ମିଳିଲା ଆଇସିସି ସାମାଜିକ ପ୍ରଭାବ ପୁରସ୍କାର

ଧାମରା :ଆଦାନୀ କୌଶଳ ବିକାଶ କେନ୍ଦ୍ରକୁ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ କୋଲ୍କାତାଠାରେ ମିଳିଛି ସ୍ୱତନ୍ତ୍ର ଜୁରୀ ମାନ୍ୟତା ପୁରସ୍କାର । ସିମ୍ୟୁଲେଟର ଆଧାରିତ କ୍ରେନ ପରିଚାଳନା, ୩ଡି ପ୍ରିଣ୍ଟିଂ ଏବଂ ବର୍ତ୍ତମାନ ସମୟରେ ବୃଦ୍ଧି ଘଟୁଥିବା ଜ୍ଞାନକୌଶଳ ମାଧ୍ୟମରେ ୱେଲ୍ଣ୍ଡିଂ ଆଦି ଅଭିନବ ଏବଂ…
Read More...

ଅଗ୍ନିକାଣ୍ଡ ପିଡିତଙ୍କୁ ସମାଜ ଦର୍ପଣର ସହାୟତା

ଧାମନଗର(ଗୋବର୍ଦ୍ଧନ ପଣ୍ଡା):ଧାମନଗର ନିକଟସ୍ଥ ଗୁହାଳିଆ ଗ୍ରାମ ମଧ୍ୟରାତ୍ରିରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ୧୭ଟି ପରିବାର ସମ୍ପୁର୍ଣ ଦଗ୍ଧିଭୂତ ହୋଇଯାଇଛି । ଏହି ଖବରଟି ପାଇବା ପରେ ସମାଜର ଦର୍ପଣ ହେଲ୍ପ ଗୃପ୍ ତତ୍ପର ହୋଇଥିଲା ଓ ଲୋକମାନଙ୍କ ଦୁଃଖ ଦୁର୍ଦଶା ବୁଝିବା ପରେ ଗତକାଲି…
Read More...

ରାଜଧାନୀରେ ମୟୁରଭଞ୍ଜର ବାସ୍ନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଆରମ୍ଭ ହେବ ଜାନୁୟାରୀ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଉତ୍ସବ । ଓଡ଼ିଶାର ଲୋକ ମାନଙ୍କ ନିକଟରେ ମୟୁରଭଞ୍ଜ ର ସସ୍କୃତି କୁ ପ୍ରଚାର ଓ ପ୍ରସାର କରିବା ସହ ମୟୁରଭଞ୍ଜ ର ପ୍ରତିଭା ମାନଙ୍କୁ ରାଜଧାନୀ ରେ ଏକ ଉତ୍ତମ ମଞ୍ଚ ଯୋଗାଇ ଦେବା…
Read More...