Breaking
ପିପିଏଲ୍ ଓଡ଼ିଆ ତରଫରୁ ପ୍ରେରଣାଦାୟୀ ୨୦୨୫ ଅୟୋଜିତLooks Salon Expands in Bhubaneswar with the Opening of Its Third Branch in PatiaAdani Solar partners with Khetan Group to expand retail distribution in Orissa.Galaxy F06 5G, Samsung’s Most Affordable 5G Smartphone Starting at Just INR 9499, Goes on SaleInternational Multidisciplinary Conference on Science, Education, and Management Concludes Successfully in Bhubaneswar
Browsing Category
ରାଜନୀତି
ବିଜୁ ଜନତା ଦଳ ହାତକୁ ପୁଣି ଶାସନ କଳ :ନବୀନ
ଭୁବନେଶ୍ବର :ନବୀନଙ୍କ ଦୃଢୋକ୍ତି ୨୦୧୯ ସାଧାରଣ ନିର୍ବାଚନରେ ଖୁବ ଭଲ ପ୍ରଦର୍ଶନ କରିବ ଦଳ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦମ୍ବୋକ୍ତି ଦେଖାଇଛନ୍ତି । ଚଳିତ ବର୍ଷ ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶେଷ ହୋଇଛି । ୩୧୪ ଟି ବ୍ଲକରେ ୬୦ ହଜାର…
Read More...
Read More...
ଓଡିଶା କଂଗ୍ରେସରେ କମ୍ପନ । ମଙ୍ଗ ଛାଡୁଛନ୍ତି ମଙ୍ଗୁଆଳ
ଭୂବନେଶ୍ବର:କଂଗ୍ରେସ କୁ ସତେ ଯେମିତି ଶନି ଦଷା ପଡିଛି। ଉଠିବ କଂଗ୍ରେସ ହସିବ ଓଡିଶା ର ନାରା ଦଉଥିବା ଓଡିଶା କଂଗ୍ରେସ ଏବେ ଉଠିବା ପାଇ ବଳ ହରାଉଛିା କଂଗ୍ରେସକୁ ଆଉ ଏକ ଝଟକା ଦେଇ ଦଳରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ପ୍ରଣୟ ସାହୁ । ସମସ୍ତ ପଦ ଓ ଦଳର ସଦସ୍ୟତା ପଦରୁ ସେ ଇସ୍ତଫା…
Read More...
Read More...
ମହାମେଣ୍ଟରେ ସାମିଲ ହେବ ନାହିଁ ବିଜେଡି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ମୁୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ ବିଜେଡି ଓ ବିଜେପିଠାରୁ ସମଦୂରତା ରକ୍ଷା କରିଆସୁଛି। ଆଗାମୀ ଦିନରେ ବିଜେଡି କୌଣସି ମହାମେଣ୍ଟରେ ମଧ୍ୟ ସାମିଲ…
Read More...
Read More...
ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ
ଭୁବନେଶ୍ୱର:ପିପିଲି ଗଣଦୁଷ୍କର୍ମ ମାମଲାରେ ପୁଣି ଥରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ । ସେ ପଞ୍ଚାୟତରାଜ ଓ କୃଷି ବିଭାଗ ଛାଡ଼ିଛନ୍ତି ।
ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ମନ୍ତ୍ରୀ ମହାରଥୀ ଅତି ଲଜ୍ଜାଜନକ ଓ ସମ୍ବେଦନଶୀଳ…
Read More...
Read More...
ବାରିପଦାରେ ୪୫୦୦ କୋଟିି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାରିପଦାରେ ଆୟୋଜିତ ବିଶାଳ ଜନ ସମାବେଶରେ ସାମିଲ ହୋଇଛନ୍ତି ମୋଦି । ଏହି ଅବସରରେ ମୋଦି ଓଡିଶା ବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ମୋଦି । ଏଥିସହିତ ହିଁ ବାରିପଦାରେ ୪୫ଶହ କୋଟି ଟଙ୍କାର ପ୍ରକଳ୍ପର…
Read More...
Read More...
ବିଜେପି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ଇସ୍ତଫା
ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟି (ବିଜେପି) ଭୁବନେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ପୁରଞ୍ଜନ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶନୀ, ଜିଲ୍ଲା ସମ୍ପାଦକ ଶ୍ରୀ ସଦାଶିବ ଜେନା ଓ ତାଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା, ଏକ…
Read More...
Read More...
ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ମହିଳା କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ
ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ରାଜ୍ୟ ମହିଳା କଂଗ୍ରେସ ଆଜି ଅଣ୍ଡା ଓ ଟମାଟୋ ମାଡ଼ କରିଛି। ପିପିଲି ଗଣଦୁଷ୍କର୍ମ ମାମଲାରେ ଦେଇଥିବା ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏପରିକି ଛାଞ୍ଚୁଣି ଧରି ମହିଳା…
Read More...
Read More...
ରାଜ୍ୟ ସରକାରଙ୍କୁ ମୋଦିଙ୍କ ପ୍ରଶ୍ନ: ଭ୍ରଷ୍ଟାଚାର ଦାନବଙ୍କୁ ଦାନାପାଣି ଦେଉଛି କିଏ ?
ଭୁବନେଶ୍ୱର: ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଦଳିୟ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ପରୋକ୍ଷ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଦେଶର ଅନ୍ୟ ରାଜ୍ୟଗୁଡ଼ିକ…
Read More...
Read More...
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସିଧାସଳଖ IIT ଭୁବନେଶ୍ୱର କ୍ୟାମ୍ପସ୍କୁ ଯିବେ।ଦିନିକିଆ ଓଡ଼ିଶା ଗସ୍ତ ଏବଂ ତିନି ଘଣ୍ଟାର ରହଣି ସମୟରେ ବେଳେ ମୋଦୀ ୧୪ ହଜାର ୫୨୩ କୋଟି ଟଙ୍କା…
Read More...
Read More...
ଆସନ୍ତାକାଲି ଓଡିଶା ଆସୁଛନ୍ତି ମୋଦି : ଦାୟିତ୍ୱରେ ରହିବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍ର ଶୁଭ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ସ୍ଥାନୀୟ ଗୋଶାଳା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି।…
Read More...
Read More...