Breaking
Browsing Category

ଦେଶ ବିଦେଶ

ସାବଧାନ, ଆପଣଙ୍କ ଫେସବୁକ ଆକାଉଣ୍ଟ ଉପରେ ଅଛି ମୋଦୀଙ୍କର ନଜର !

ନୂଆଦିଲ୍ଲୀ: ଦେଶର ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢ଼ୁଥିବା ୩ କୋଟି ଛାତ୍ରଛାତ୍ରୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ କେନ୍ଦ୍ର ସରକାରଙ୍କର ନଜର ରହିଛି | କିଛି ଏଭଳି ଚର୍ଚ୍ଚା ଜାତୀୟ ଗଣମାଧ୍ୟମରେ ଏବେ ପ୍ରକାଶ ପାଇଛି | ସରକାର ଏହି ସବୁ ଛାତ୍ରଛାତ୍ରୀଙ୍କ ସୋସିଆଲ ମିଡ଼ିଆରୁ ସରକାରଙ୍କର ଓ…
Read More...

୭୦ ବର୍ଷ ହୋଇପାରେ ଅବସର ବୟସ ସୀମା!

ନୂଆଦିଲ୍ଲୀ: ୭୦ ବର୍ଷ ହୋଇପାରେ ଅବସର ବୟସ ସୀମା! ଇକୋନମିକ ସର୍ଭେ ଅନୁଯାୟୀ ଭାରତରେ ବୟସ ଅନୁପାତ ବଢ଼ୁଥିବା ଯୋଗୁଁ ଭବିଷ୍ୟରେ ଅବସର ବୟସ ସୀମା ବଢ଼ିପାରେ।ସଂସଦରେ ଦାଖଲ ୨୦୧୯ ଆର୍ଥିକ ସର୍ଭେରେ କୁହାଯାଇଛି, ୨୦୩୧ – ୪୧ ମଧ୍ୟରେ ଭାରତର ଜନସଂଖ୍ୟା ୦.୫ ପ୍ରତିଶତ ବଢ଼ିବ।ଦେଶରେ ପ୍ରଜଜନ…
Read More...

ବ୍ରିଟେନ କବ୍‌ଜାରେ ଇରାନର ‘ଗ୍ରେସ୍‌ ୧’

ମାଦ୍ରିଦ୍‌,୫।୭ (ପି.ଟି.):ୟୁରୋପୀୟ ସଂଘ (ଇୟୁ) ଦ୍ୱାରା ଜାରି କଟକଣା ଉଲ୍ଳଂଘନ କରିବା ଅଭିଯୋଗରେ ଇରାନର ଏକ ବିଶାଳ ତୈଳ ଜାହାଜ ଜିବ୍ରାଲ୍‌ଟରରେ ଧରାପଡ଼ିଛି। ଗ୍ରେସ୍‌ ୧ ନାମକ ଏହି ସୁପରଟ୍ୟାଙ୍କର ୨୦ ଲକ୍ଷ ବ୍ୟାରେଲ୍‌ ଅଶୋଧିତ ତୈଳ ପରିବହନ କରି ସିରିଆକୁ ଯାଉଥିବାବେଳେ ଜିବ୍ରାଲ୍‌ଟର…
Read More...

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ୩ବର୍ଷୀୟ ଶିଶୁ ରୋଷେୟା

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ୩ବର୍ଷୀୟ ଶିଶୁ ଚହଳ ସୃଷ୍ଟି କରିଛନ୍ତି। ଆମେରିକାର ରୋମନ୍‌ ବେଲ୍‌ଭିଲେ ପୁରା ଦୁନିଆକୁ ନିଜ ଅଦ୍ଭୁତ କାର୍‌ନାମା ଜରିଆରେ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ରୋମନ୍‌ ୟୁଟ୍ୟୁବ୍‌ରେ ଏବେ ଜଣେ…
Read More...

ଡମ୍ପର ଚକାତଳେ ଚାପିହୋଇ ବାଇକ୍‌ ଆରୋହୀ ମୃତ, ଡମ୍ପର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର/ବାହାର୍ଦ୍ଦା: ବଲେଶ୍ୱର ସିଂଲା ଥାନା ଅଧୀନ ସାର୍ଥା ଗ୍ରାମରେ ଏକ ଡମ୍ପର ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଏହି ଗ୍ରାମର ଜୟଦେବ ମଣ୍ଡଳ(୨୫)। ଆଜି ଦ୍ଵି-ପ୍ରହର ପ୍ରାୟ ଅଢେଇଟା ବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡମ୍ପରର…
Read More...

ଥରିଲା ଜାପାନ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବତା ୬.୮ ରହିଛି । ଆଉ ଏଭଳି ଭୂମିକମ୍ପ ପରେ ଜାପାନ ଆଡକୁ ବଡ ବିପଦ ମାଡି ଆସିବାର ଆଶଙ୍କା ଦେଖାଦେଇଛି । ଭୂମିକମ୍ପ ପରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଜାପାନ ସରକାର…
Read More...

ସହଯୋଗୀଙ୍କ ମୃତଦେହ କାନ୍ଧେଇଲେ ସ୍ମୃତି ଇରାନୀ

ଲକ୍ଷ୍ନୌ: ଆମେଠିର ନର୍ବନିର୍ବାଚିତ ଭାଜପା ଏମ୍‌ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ତାଙ୍କ ପରିବାରକୁ ଭେଟିଛନ୍ତିି ସ୍ମୃତି ଇରାନୀ। ସେ ସୁରେନ୍ଦ୍ରଙ୍କ ମୃତଦେହକୁ କାନ୍ଧେଇ ଗାଁ ମଶାଣିକୁ ନେଇଛନ୍ତି।…
Read More...

‘ଡ୍ରାଏ ଡେ’

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ଚଳିତ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ନିର୍ବାଚନର ୪୮ ଘଣ୍ଟାକୁ ‘ଡ୍ରାଏ ଡେ’ ଭାବେପାଳନ କରିବାକୁ କଡ଼ାକଡ଼ ନିର୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ଏହି ଅବଧିରେ ବୁଥ୍ ନିକଟ ୭ରୁ ୧୦ କି.ମି.ଭିତରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରହିବ।…
Read More...

ସଶକ୍ତ ହେବ ଭାରତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ ଭାରତର ପ୍ରାୟ ୧୦୦ଟି ଉପଗ୍ରହ ୨୦୨୫ ସୁଦ୍ଧା ମହାକାଶରେ ପୃଥିବୀ ପରିକ୍ରମା କରିବା ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର । ଏହାଦ୍ବାରା ଭାରତ ସାଟେଲାଇଟର ସୁରକ୍ଷା କରିବା କ୍ଷମତା ହାସଲ କରିବ। ରାଷ୍ଟ୍ରୀୟ ସୁରକ୍ଷା ଉପ-ପରାମର୍ଶଦାତା ପଙ୍କଜ ସରନ କହିଛନ୍ତି ଯେ…
Read More...