Breaking

ଥରିଲା ଜାପାନ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବତା ୬.୮ ରହିଛି । ଆଉ ଏଭଳି ଭୂମିକମ୍ପ ପରେ ଜାପାନ ଆଡକୁ ବଡ ବିପଦ ମାଡି ଆସିବାର ଆଶଙ୍କା ଦେଖାଦେଇଛି । ଭୂମିକମ୍ପ ପରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଜାପାନ ସରକାର ସର୍ତକ କରିଛନ୍ତି । ଏପରିକି ସମୁଦ୍ରରେ ୪ ଫୁଟ୍ ଉଚ୍ଚ ଯାଏଁ ଜୁଆର ଉଠିପାରେ ବୋଲି ସରକାର କହିଛନ୍ତି ।

loading...

Leave A Reply

Your email address will not be published.