Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story
Browsing Category
ଅପରାଧ
ପୁଣି କଟକରେ ବିଭତ୍ସ ହତ୍ୟାକାଣ୍ତ, ଶ୍ରମିକଙ୍କୁ ପଥରରେ ଛେଚି ମାରିଦେଲେ
କଟକ: ବାଦାମବାଡ଼ି ବେତବିନ୍ଧାଣୀ ସାହି ହତ୍ୟାକାଣ୍ତ ୨୩ ଦିନ ପରେ ବି ରହସ୍ୟଜନକ ଥିବା ବେଳେ ଆଜି ଆଉ ଏକ ବିଭତ୍ସ ହତ୍ୟାକାଣ୍ତ ଘଟିଛି। ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡରେ ଜଣେ ଶ୍ରମିକଙ୍କୁ ଦୁର୍ବୃତ୍ତ ବେକ କାଟିବା ସହିତ ପଥରରେ ମୁଣ୍ତ ଛେଚି ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ…
Read More...
Read More...
ଅନୁଗୁଳରେ ଚାଞ୍ଚଲ୍ୟ, ପୁଣି ଆଖି ଗାଏବ
ଅନୁଗୁଳ: ଅନୁଗୁଳରେ ଚାଞ୍ଚଲ୍ୟ। ଗତ ୪ ଦିନ ବ୍ୟବଧାନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରୁ ପୁଣି ଜଣେ ବ୍ୟକ୍ତିଙ୍କ ଶବରୁ ଆଖି ଗାଏବ ହେବା ନେଇ ସାଂଘାତିକ ଅଭିଯୋଗ ଆସିଛି। କୁନି ଝିଅର ଆଖି ଗାଏବ ହେବା ଘଟଣାର ରହସ୍ୟ ଉନ୍ମୋଚିତ ହୋଇପାରିନଥିବା ବେେଳ ଆଜି ପୁଣି ଦୁର୍ଘଟଣାରେ…
Read More...
Read More...
ଶ୍ରୀରାମପୁର ଷ୍ଟେଟ୍ବ୍ୟାଙ୍କରୁ ସଶସ୍ତ୍ର ଡକାୟତି : ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍
ବସ୍ତା,୧୧।୭(ଡି.ଏନ୍.ଏ.) : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ଷ୍ଟେଟ୍ବ୍ୟାଙ୍କରେ ଗୁରୁବାର ସଶସ୍ତ୍ର ଡକାୟତି ହୋଇଛି। ୬ ଜଣ କଲେଜ ପୋଷାକରେ ଥାଇ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।
Read More...
Read More...
ଝିଅକୁ ହତ୍ୟା କରିବାକୁ ଚାହୁଁଛନ୍ତି ବିଜେପି ବିଧାୟକ, ସୋସିଆଲ ମିଡିଆରେ ସହାୟତା ମାଗିଲେ ପୀଡ଼ିତା
ଲକ୍ଷ୍ନୌ: ଝିଅ ଦଳିତ ଯୁବକଙ୍କୁ ବିବାହ କରିବାରୁ ତା’କୁ ହତ୍ୟା କରିବାକୁ ଚାହୁଁଛନ୍ତି ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ। ବିଧାୟକଙ୍କ ଝିଅ ଏହି ଅଭିଯୋଗ ଆଣିବା ସହିତ ପୁଲିସର ସୁରକ୍ଷା ଲୋଡ଼ିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଜୀବନ…
Read More...
Read More...
୭ବର୍ଷର ଝିଅକୁ ତଳେ କଚାଡ଼ି ହତ୍ୟା କଲା ବାପା, ସ୍ୱାମୀର ଅପରାଧକୁ ଲୁଚାଇବାରେ ସାହାଯ୍ୟ କଲା ସ୍ତ୍ରୀ
ମଦୁରାଇ : ତାମିଲନାଡୁର ତିରୁନେଲଭେଲିରେ ଜଣେ ବାପା ସାମାନ୍ୟ କାରଣ ପାଇଁ ନିଜ ଝିଅକୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ସ୍ୱାମୀର ଅପରାଧକୁ ଲୁଚାଇଥିବାରୁ ସ୍ତ୍ରୀକୁ ମଧ୍ୟ ଗିରଫ କରିଛି ପୁଲିସ । ଏଭଳି ଅପରାଧ…
Read More...
Read More...
କାରକୁ ଗୁଳି କରି ଡାକ୍ତରଙ୍କ ଠାରୁ ୫୦ ଲକ୍ଷ ଲୁଟ୍
ଖୁଣ୍ଟୁଣୀ: ୫୫ ନମ୍ବର ଜାତୀୟ ରାଜପଥର କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂରେ ଆଜି ଦୁର୍ବୃତ୍ତମାନେ କାର୍ ଉପରକୁ ଗୁଳି କରି ଜଣେ ଡାକ୍ତରଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ୍ ତନାଘନା ଆରମ୍ଭ କରିଛି। ଖବର ପାଇ କଟକ…
Read More...
Read More...
ଖୋର୍ଦ୍ଧାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା: ସୀମା ଟପିଲା ବର୍ବରତା, କାମନା ଆଗରେ ବଳି ପଡିଲା ମାନବିକତା | ଖୋର୍ଦ୍ଧା ତାପଙ୍ଗରେ ଆଜି ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି | ଖୋର୍ଦ୍ଧା ଟାଉନ ଥାନାରେ ଏ ନେଇ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି | ଖୋର୍ଦ୍ଧା ତାପଙ୍ଗ ଛକ…
Read More...
Read More...
ପୁଲିସ୍ ଏତଲା ଲେଖି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଥାନା ଭିତରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ
ନୂଆଦିଲ୍ଲୀ : ଦିଲ୍ଲୀର ନିହାଲ ବିହାର ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ପ୍ରୟାସ କରିଥିବା ଜଣା ପଡ଼ିଛି । ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ପୀଡ଼ିତ ନିଜ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ଜୁଲାଇ ୩ରେ ଏଭଳି ଘଟଣା ଘଟିଥିବା ବେଳେ ଏହି ଘଟଣା ପରେ ପୀଡ଼ିତଙ୍କ ଛାତି ଏବଂ…
Read More...
Read More...
ସହଯୋଗୀଙ୍କ ମୃତଦେହ କାନ୍ଧେଇଲେ ସ୍ମୃତି ଇରାନୀ
ଲକ୍ଷ୍ନୌ: ଆମେଠିର ନର୍ବନିର୍ବାଚିତ ଭାଜପା ଏମ୍ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ତାଙ୍କ ପରିବାରକୁ ଭେଟିଛନ୍ତିି ସ୍ମୃତି ଇରାନୀ। ସେ ସୁରେନ୍ଦ୍ରଙ୍କ ମୃତଦେହକୁ କାନ୍ଧେଇ ଗାଁ ମଶାଣିକୁ ନେଇଛନ୍ତି।…
Read More...
Read More...
ବାଦାମବାଡି ବସଷ୍ଟାଣ୍ଡରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
କଟକ : କଟକ ବାଦାମବାଡି ବସଷ୍ଟାଣ୍ଡରୁ ୩୬.କେଜି ଗଞ୍ଜେଇ ଜବତ। ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୪ ଲକ୍ଷ ଟଙ୍କା ହେବ । କଟକ ଜିଲ୍ଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଗଞ୍ଜେଇ ଜବତ କରାଯାଇଛି ।
Read More...
Read More...