Breaking

ଖୋର୍ଦ୍ଧାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

0

ଖୋର୍ଦ୍ଧା: ସୀମା ଟପିଲା ବର୍ବରତା, କାମନା ଆଗରେ ବଳି ପଡିଲା ମାନବିକତା | ଖୋର୍ଦ୍ଧା ତାପଙ୍ଗରେ ଆଜି ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି | ଖୋର୍ଦ୍ଧା ଟାଉନ ଥାନାରେ ଏ ନେଇ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି | ଖୋର୍ଦ୍ଧା ତାପଙ୍ଗ ଛକ ପାଖରେ ଥିବା ଏକ କ୍ରସରରେ ଜଣେ ଯୁବତୀଙ୍କୁ ଜଣେ ଦୃବୁର୍ତ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି |

loading...

Leave A Reply

Your email address will not be published.