Breaking News
Browsing Category

ଅପରାଧ

ମହଙ୍ଗା ପଡିଲା ମାଲିକ ଝିଅଙ୍କୁ ପ୍ରେମ ! ଲଙ୍ଗଳା କରି ଯୁବକଙ୍କୁ ନିର୍ଧୁମ ପିଟିଲେ

କେନ୍ଦ୍ରାପଡ଼ା:ଗ୍ରାମସଭାରେ ଯୁବକଙ୍କୁ ଉଲଗ୍ନ କରି ନିର୍ଧୁମ ପିଟିଲେ ଗାଁଲୋକ। ଏହା ସହ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ତାଳଚୁଆ ମେରାଇନ୍ ଥାନା ରେକ୍ଟା ଗାଁରେ । ଏହି ଗାଁର ସଦାନନ୍ଦ ଜେନାଙ୍କ ପୁଅକୁ ସରପଂଚ ଏବଂ ଗ୍ରାମର କିଛି ଲୋକ…
Read More...

ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ! ହତ୍ୟା ସନ୍ଦେହ

ଭୁବନେଶ୍ୱର:ସହିଦ ନଗର ଅଞ୍ଚଳର ଏକ ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର। ତେବେ ଚିତ୍ରଲେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡ଼ି ନାହିଁ।ସହିଦ ନଗର ଥାନା ପୁଲିସ୍‌ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି…
Read More...

ରାଜଧାନୀରେ ପୁଣି ହତ୍ୟା ! ହୋଟେଲରେ ଯୁବତୀଙ୍କୁ ହତ୍ୟା କରି ଯୁବକ ଫେରାର

ଭୁବନେଶ୍ବର:ଆଜି ମଞ୍ଚେଶ୍ୱର ଥାନା ନିକଟରେ ଥିବା ହୋଟେଲ ହାଇେଓ୍ଵ ଇନ୍‌ରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁୁବୁଡ଼ୁ ମୃତଦେହ ମିଳିଛି। ତାଙ୍କ ମୁଣ୍ଡକୁ ଛୁରିରେ ଭୁସିି ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଯୁବତୀଙ୍କ ପୁରୁଷ ବନ୍ଧୁ ଫେରାର ହେଇଯାଇଛି।ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ…
Read More...

ଅଭିନବ ଉପାୟରେ ଚୋରି ! ଓକିଲ ଓ ରୋଗୀ ବେଶରେ ଆସି କରୁଥିଲେ ବାଇକ୍ ଚୋରି

ଭୁବନେଶ୍ୱର:ଦୀର୍ଘଦିନ ଧରି ରାଜଧାନୀ ତଥା ଆଖପାଖ ଅଞ୍ଚଳରୁ ଚୋରି ଯାଇଥିବା ଏକ ବାଇକ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କ ବଡଗଡ଼ ଥାନା ପୋଲିସ ଗିରଫ କରିଛି। ଓକିଲ ଓ ରୋଗୀ ବେଶରେ ଆସି କରୁଥିଲେ ବାଇକ୍ ଚୋରି । ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ୪୭ଟି ବାଇକ୍କୁ ଜବତ କରିଛି କମିଶନରେଟ୍…
Read More...

ଭାଇରାଲ୍‌ ହେଲା ମହିଳାଙ୍କ ଅଶ୍ଳୀଳ ଭିଡିଓ

କେନ୍ଦୁଝର:ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲୁଛି ଭାଇରାଲ୍‌ ଭିଡିଓ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ।ପାଟଣା ଅଞ୍ଚଳରେ ଜଣେ ମାଛ ବ୍ୟବସାୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ଯାହା ଏବେ ଭାଇରାଲ୍‌ ହୋଇଯାଇଛି। ୪୨ ସେକେଣ୍ଡର…
Read More...

ପତ୍ନୀଙ୍କ ମୃତଦେହ ଫ୍ରିଜ୍‌ରେ, ୩ ଝିଅଙ୍କ ମୃତଦେହ ଆଲମିରାରେ ରଖି ଯୁବକଙ୍କ ଆତ୍ମହତ୍ୟା

ଆଲ୍ଲାହାବାଦ୍‍: ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଦେହାବଶେଷ ଫ୍ରିଜ୍‍, ଆଲମିରା ଓ ସୁଟ୍‍କେଶ୍‍ରୁ ଉଦ୍ଧାର କରାଯାଇଛି। ମୃତକମାନଙ୍କ ମଧ୍ୟରୁ ଗୃହ ସ୍ୱାମୀଙ୍କ ମୃତଦେହ ଘର ଭିତରେ ଝୁଲୁ ଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ପ୍ରିଜ୍‌ ଭତରୁ ମିଳିଛି।ଦୀର୍ଘ ସମୟ ଧରି ଉକ୍ତ…
Read More...

ରାଜଧାନୀରେ ଚାଞ୍ଚଲ୍ୟ ! ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର:ନୂଆପଲ୍ଲୀ ଥାନା ଅନ୍ତଗତ ଆଇଆରସି ଭିଲେଜ୍‌ ହାଇସ୍କୁଲ ଖେଳପଡ଼ିଆରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି।ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିଶନରେଟ ପୁଲିସ୍‌ ଆଜି ମୃତଦେହକୁ ଉଦ୍ଧାର କରିଛି। ମୃତ ଯୁବକଙ୍କ ବୟସ ପ୍ରାୟ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।…
Read More...

ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

କଟକ: ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପରାଧିକ ମାମଲା ମଧ୍ୟରୁ ଗୋଟିଏ ମାମଲାର ଶୁଣାଣି କାରିଛନ୍ତି କଟକ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌। ବେଆଇନ୍‌ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଏହାର ବ୍ୟବହାର କରିବା ଅପରାଧରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ…
Read More...

ଖଣ୍ଡଗିରିରେ ଯୁବକ-କିନ୍ନର ହାତାହାତି ! ଉତକ୍ଷିପ୍ତ ହୋଇ ଗାଡ଼ି ପୋଡ଼ି ଦେଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।ଏହାକୁ ବିରୋଧ କରି…
Read More...

କମିସନରେଟ ପୁଲିସର ରାତିଅଧିଆ ଚଢ଼ଉ ! ୨ ଦିନରେ ଡାନ୍ସବାରରୁ ୨୦ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ ଉପରେ ପୁଲିସର ଚଢ଼ଉ ଜାରି ରହିଛି। ଗତ ୨ ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ବାର୍‌ ଉପରେ ଚଢ଼ଉ କରାଯାଇ ମୋଟ ୨୦ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଗତ ଶୁକ୍ରବାର ଦିନ ଖାରବେଳନଗର ଥାନା ଅଧୀନରେ ଥିବା ସୋଲାଲ-ଇନ୍‌ ବାର୍‌ରେ…
Read More...