Breaking

ଶ୍ରୀରାମପୁର ଷ୍ଟେଟ୍‌ବ୍ୟାଙ୍କରୁ ସଶସ୍ତ୍ର ଡକାୟତି : ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

0

ବସ୍ତା,୧୧।୭(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ଷ୍ଟେଟ୍‌ବ୍ୟାଙ୍କରେ ଗୁରୁବାର ସଶସ୍ତ୍ର ଡକାୟତି ହୋଇଛି। ୬ ଜଣ କଲେଜ ପୋଷାକରେ ଥାଇ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।

loading...

Leave A Reply

Your email address will not be published.