ଭୁବନେଶ୍ୱର :ପୁରୀରେ ଗଣଦୁଷ୍କର୍ମକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଆସୁଛି ଦୁଷ୍କର୍ମର ଖବର । ଠିକ୍ ଏହାରି ଭିତରେ ଖୋଦ ରାଜଧାନୀରୁ ମଧ୍ୟ ଆସିଛି ଦୁଷ୍କର୍ମର ଅଭିଯୋଗ । ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୀଡ଼ିତା ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Breaking
Ramadan 2023: 5 ways you can enjoy Iftar if you have diabetesState’s First Digital Reading Corner for Visually Challenged Girl Students inaugurated at Rama Devi Women’s UniversityAM/NS India celebrates 52nd National Safety Weekଉତ୍କଳ କନିକା ଗ୍ୟାଲେରିଆ ମଲରେ କିଡ୍ସ ଫନ୍ ଫିଏଷ୍ଟାExxonMobil’s next generation Mobil 1TM engine oil delivers championship winning performance