ଭୁବନେଶ୍ୱର: ଭୁବନେଶ୍ୱର ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ମ୍ୟାନେଜର ହେଲେ ଆର୍.ରଞ୍ଜିତା ରାଓ । ସେ ସିନିୟର ମ୍ୟାନେଜର ଭାବେ ଅଶୋକ ନଗର ୟୁକୋ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତାଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି । ରଞ୍ଜିତା ତାଙ୍କ ବାପା ଓ ମା’ଙ୍କ ସହ ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଏମ୍ଆଇଜି 51ରେ ରହୁଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Breaking
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀବିଶ୍ବ ଜଳ ଦିବସ ଅବସରରେ ସମ୍ବାଦ ଡିଜିଟାଲ୍ ର ବି-ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା ଘୋଷଣାWATCO observed ‘World Water Day 2023’Ramadan 2023: 5 ways you can enjoy Iftar if you have diabetesState’s First Digital Reading Corner for Visually Challenged Girl Students inaugurated at Rama Devi Women’s University