Breaking

ଗୁରୁ ଘନଶ୍ୟାମ ପାଇବେ ବାଳକୃଷ୍ଣ ଦାଶ ସମ୍ମାନ

ଭୁବନେଶ୍ୱର: ଚଳିତ ବର୍ଷ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ର ୩୦ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ତମ ଜୟନ୍ତୀ ଉତ୍ସବ ପାଳିତ ହେବ। ଆସନ୍ତା ୩୦ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଏହି ଅବସରରେ ଓଡ଼ିଶା ସଙ୍ଗୀତ…
Read More...

ସିଏସ୍‌ଆଇଆର୍ – ଆଇଏମ୍‌ଏମ୍‌ଟିରେ ସ୍ୱଚ୍ଛତା ଅଭିଯାନ ଉଦ୍‌ଯାପିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି ପକ୍ଷରୁ ୧୫ଦିନ ଧରି ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା । କ୍ୟାମ୍ପସ୍‌ର ଚିଲ୍ଡରେନ୍ସ ପାର୍କରେ ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ଏସ୍‌. ବାସୁ ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ…
Read More...

ରେଷ୍ଟୁରାଣ୍ଟ ଉଦ୍‌ଘାଟନ କଲେ ଅନାଥପିଲା

ଭୁବନେଶ୍ୱର: ଦେଶର ବଡ଼ ବଡ଼ କମ୍ପାନୀ ଓ ହୋଟେଲରେ କାମ କରୁଥିବା ୪ ଓଡ଼ିଆ ଯୁବକ କୋଭିଡ ସଂକ୍ରମଣରେ ନିଜ ଜୀବନ ବଞ୍ଚାଇବା ସହ ଜୀବିକା ପାଇଁ ଚିନ୍ତିତ ଥାଇ ମଧ୍ୟ ଘରକୁ ଚାଲିଆସିଥିଲେ। ହେଲେ ସେମାନେ ଘରେ ବସି ରହିବା ବଦଳରେ ଅନ୍‌ଲାଇନ ଜରିଆରେ ଭୁବନେଶ୍ବର ସହରରେ ଖାଦ୍ୟ ଯୋଗାଣ (ଫୁଡ୍…
Read More...

ମହିଳା ବିଜ୍‌ନେସ୍ ମେଳା -୨୦୨୨ ଉଦ୍‌ଯାପିତ

 ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ରାଜ୍ୟପାଳ  ପାଞ୍ଚ ଦିନର ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ  ଅନ୍ୟ ରାଜ୍ୟରୁ ପ୍ରସ୍ତାବ ଆସୁଛି – ସୁକିର୍ତ୍ତୀ ପଟ୍ଟନାୟକ ଭୁବନେଶ୍ୱର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର…
Read More...

ତୃତୀୟ ଦିବସରେ “ମହିଳା ବିଜ୍‌ନେସ୍ ମେଳା ୨୦୨୨”

ଭୁବନେଶ୍ୱର, ୬ା୫: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଏଣ୍ଟରପ୍ରିନ୍ୟୁରସିପ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାର ଆଜି ଥିଲା ତୃତୀୟ ଦିବସ । ଏଥିରେ ୬ଟି ଅଧିବେଶନ ରଖା ଯାଇଥିଲା । ବକ୍ତାଭାବେ ଆଇ.ଏ.ଏସ୍ ସଚ୍ଚିନ୍ ଯାଦବ ଏବଂ ଅନନ୍ୟା ଦାସ, ଆଇ.ଏଫ୍‌.ଏସ୍…
Read More...