Breaking
Browsing Category

ଖେଳ

୩ୟ ଟି-୨୦: ୱେଷ୍ଟଇଣ୍ଡିଜକୁ ୧୪୬ ରନ୍‌ରେ ଅଟକାଇଲା ଭାରତ, ଦିପକ ଚହରଙ୍କୁ ୩ ଓ୍ଵିକେଟ୍‌

ଅନ୍ତିମ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭାରତ ମଙ୍ଗଳବାର ୧୪୬ ରନ୍‌ରେ ଅଟକାଇଛି। ଗୟନାର ପ୍ରୋଭିଡିଏନସ୍‌ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୪୬ ରନ୍‌ କରିବା ପରେ ଭାରତକୁ ୧୪୭…
Read More...

ଯୁବରାଜ ସିଂଙ୍କ ଭଉଣୀ ରିତିକାଙ୍କୁ କେମିତି ପ୍ରେମ କରି ବସିଥିଲେ ରୋହିତ୍‌ ଶର୍ମା

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ରିତିକା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ ଭଉଣୀ ତାହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଯଦିଓ ରିତିକା ଯୁବିଙ୍କ ନିଜ ଭଉଣୀ ନୁହନ୍ତି। ତଥାପି ପ୍ରତିବର୍ଷ ସେ ତାଙ୍କ ହାତରେ…
Read More...

ରାହାଣେଙ୍କୁ ଛାଡ଼ିବେନି କୋହଲି

ମୁମ୍ବାଇ: ୨୦୧୮ ମସିହାର ଟେଷ୍ଟ୍ କ୍ରିକେଟ୍‌ରେ ଉତଥାନ ପତନ ଦେଇ ଗତି କରିଥିବା ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ମିଳିଯାଇଛି ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନ। ରାହାଣେଙ୍କୁ ଜଣେ ‘ଦୃଢ଼ ଖେଳାଳି’ ଦର୍ଶାଇ କୋହଲି କହିଛନ୍ତି ‘ସେ ଚାପ ପରିସ୍ଥିତିରେ ଭଲ କରିଥାନ୍ତି ଏବଂ ଆଶା କରିବି ଏଥର…
Read More...

ଜାତୀୟ ଚୟନ ସମିତିକୁ ‘ଛୋଟା ବତକ’ ଓ ମୁଖ୍ୟ ଚୟନକର୍ତାଙ୍କୁ ନିର୍ବୁଦ୍ଧିଆ ଆଖ୍ୟା ପରେ ପ୍ରସାଦ ଦେଲେ ପାଲଟା ଜବାବ

ନୂଆଦିଲ୍ଲୀ: ଜାତୀୟ ଚୟନ ସମିତିକୁ ‘ଛୋଟା ବତକ’ ଓ ମୁଖ୍ୟ ଚୟନକର୍ତାଙ୍କୁ ନିର୍ବୁଦ୍ଧିଆ ଆଖ୍ୟା ଦେଇଥିବା କିମ୍ବଦନ୍ତୀ କ୍ରିକେଟର୍‌ ସୁନୀଲ ଗାଭାସ୍କରଙ୍କୁ ମଙ୍ଗଳବାର ଏହାର ପାଲଟା ଜବାବ ମିଳିଛି। ସମିତିର ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଜଣେ…
Read More...

ଡୋପିଂ ଟେଷ୍ଟରେ ଫସିଲେ ଯୁବ କ୍ରିକେଟର ପୃଥ୍ଵୀ ସ’, ୮ ମାସ ପାଇଁ କ୍ରିକେଟରୁ ନିଲମ୍ବିତ

ମୁମ୍ବାଇ: ଡୋପିଂ ଟେଷ୍ଟରେ ଫସିବା ପରେ ଭାରତୀୟ ଯୁବ ବିସ୍ମୟ କ୍ରିକେଟର ପୃଥ୍ଵୀ ସ’ଙ୍କୁ ଶକ୍ତ ଝଟକା ଲାଗିଛି। ପୃଥ୍ଵୀ ୮ ମାସ ତାରିଖ ପର୍ଯ୍ୟନ୍ତ କୌଣସି ଶ୍ରେଣୀର କ୍ରିକେଟ ଖେଳିପାରିବେ ନାହିଁ। ଏଭଳି ପ୍ରତିବନ୍ଧକ ଲଗାଇଛି ବିସିସିଆଇ। ପୃଥ୍ଵୀ ସ’ ଡୋପିଂ ଟେଷ୍ଟରେ ଫସିବା ପରେ ୧୯ ବର୍ଷୀୟ…
Read More...

ରୋହିତଙ୍କ ସହ ବିବାଦକୁ କୋହଲିଙ୍କ ଖଣ୍ଡନ, କହିଲେ- ଏହା ମନ ଗଢ଼ା କାହାଣୀ, ଆମେ ସାଥୀରେ ଅଛୁ ବୋଲି ସଫଳ

ମୁମ୍ବାଇ: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଉପଅଧିନାୟକ ରୋହିତ ଶର୍ମାଙ୍କ ସହ ବିବାଦ ଖବରକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏଭଳି ଖବର ମୋତେ ବି ବାହାରୁ ଶୁଣିବାକୁ ମିଳୁଛି। ଆମେ ପାଖାପାଖି ୧୦ ବର୍ଷ ହେବ ସାଥୀ ହୋଇ ଖେଳୁଛୁ ଏବଂ ବାହାରେ ଯେଉଁ ଚର୍ଚ୍ଚା ହେଉଛି,…
Read More...

ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅମିର ଟେଷ୍ଟ କ୍ରିକେଟ୍‌ରୁ ନେଲେ ଅବସର

ଇସଲାମାବାଦ: ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅମିର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ମହମ୍ମଦ ଅମିର ଦିନିକିଆ କ୍ରିକେଟରେ ଖେଳ ଜାରି ରଖିବେ। ଦିନିକିଆ ଓ ଟି-୨୦ କ୍ରିକେଟକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଟେଷ୍ଟ କ୍ରିକେଟରୁ ଅବସର…
Read More...

ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ

ନୂଆଦିଲ୍ଲୀ, ୨୫।୭: ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ ବୋଲି ଜଣାପଡିଛି। ଗତ ୨ ଦୁଇବର୍ଷ ହେବ ଖେଳାଳିଙ୍କ ଜର୍ସିରେ ଚୀନ ମୋବାଇଲ କମ୍ପାନୀ ‘ଓପୋ’ର ନାଁ ରହିଛି। ଏବେ ତାକୁ ହଟାଯାଇ ଭାରତୀୟ କମ୍ପାନୀ ‘ବାୟଜୁ’ ନାମ ରହିବ। ଆଗାମୀ…
Read More...

ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି

ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍‌ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି, ଦଳର ପରାଜୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବେଶୀ ମର୍ମାହତ ହୋଇପଡିଛନ୍ତି। ଏକ ସାକ୍ଷାତକାରରେ ସେ…
Read More...

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଆୟ କରନ୍ତି ଜାଣନ୍ତି କି?

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି ଚାଲିଛନ୍ତି। କେବଳ ବିଜ୍ଞାପନ ନୁହେଁ,…
Read More...