Breaking

ଶ୍ରମନ୍ଦିରରେ ଅଘଟଣ :ଖସିଲା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:
ଶ୍ରୀମନ୍ଦିରରେ ଅଘଟଣ। ପୁରୀ ଶ୍ରୀମନ୍ଦିରରୁ ଏଭଳି ଏକ ଖବର ଆସୁଛି । ତେବେ ସୂଚନା ଅନୁସାରେ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟ ନୃସିଂହଙ୍କକୋଳରେ ଥିବା ହିରଣ୍ୟକଶ୍ୟପ ମୁର୍ତ୍ତି ଖସିପଡ଼ିଛି ।ମନ୍ଦିରର ସେବାୟତ କୁନା ମହାପାତ୍ର ଏଥିରେ ଆହତ ହୋଇଛନ୍ତି। ଗୁରୁତର ସେବାୟତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

loading...

Leave A Reply

Your email address will not be published.