Breaking

ଆମ୍ବୁଲାନ୍ସ କୁ ବାଟ ଦେବା ପାଇଁ ଦଉଡ଼ିଲେ ଟ୍ରାଫିକ ପୋଲିସ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ସୋମବାର ଦିନ ହାଇଦ୍ରାବାଦ ର ବ୍ୟସ୍ତ ବହୁଳ ରାସ୍ତାରେ ଗୋଟିଏ ଆମ୍ବୁଲାନ୍ସ କୁ ବାଟ କଢ଼ାଇବା ପାଇଁ ଜଣେ ଟ୍ରାଫିକ ପୋଲିସ ଦୌଡୁ ଥିବାର ଦେଖିବାକୁ ମିଳିଥିଲା। ଟ୍ରାଫିକ କନେଷ୍ଟବଳ ଜି ବାବଜି ଅବିଦ୍ ଠାରୁ କୋଟି ରୋଡ ପର୍ଯ୍ୟନ୍ତ ପାଖାପାଖି ଦୁଇ କିମି ବାଟ…
Read More...

ଦଳରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାଶ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଦ୍ଵାରା , ବିଜେଡ଼ି ଦଳର ନେତା ଜୀବନ ପ୍ରଦୀପ ଦାଶ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ତୁରନ୍ତ…
Read More...

ଆଉ ହେବନି ଦ୍ଵିତୀୟ କୋଭିଡ୍ ପରୀକ୍ଷା

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଏବେ କୋଭିଡ୍ ରୋଗୀ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯିବ। ପୂର୍ବରୁ କୋଭିଡ୍ ରୋଗୀ ଡାକ୍ତରଖାନା ରେ ଚିକିତ୍ସିତ ହେବା ପରେ ପୁଣି ତାଙ୍କର କୋଭିଡ୍ ପରୀକ୍ଷା କରାଯାଉଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ତାଙ୍କୁ ଘରକୁ ଯିବାକୁ…
Read More...

ଫୁଟିବନି ବାଣ, ଫିକା ପଡ଼ିବ ଦୀପାବଳି

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଏଥର ଦୀପାବଳୀ ରେ ଫୁଟିବନି ବାଣ।ରାଜ୍ୟରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ ସରକାରଙ୍କ ଅଙ୍କୁଶ। ଦୀପାବଳି ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ବାଣ ବିକ୍ରି ନ ହେବା ନେଇ ବୁଦ୍ଧିଜୀବୀ ମହଲରୁ ପରାମର୍ଶ ଦିଆଯାଉଥିଲା। ସେ ନେଇ ଆଜି…
Read More...

ନିର୍ବାଚନ ସରଗରମ କିନ୍ତୁ ଭୋଟର ନରମ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ରେ ମୋଟ୍ ୬୮.୦୮ ପ୍ରତିଶତ ମତଦାନ। କୋଭିଡ଼ କଟକଣା ଭିତରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ବୁଥ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ତେବେ ବାଲେଶ୍ଵର ସଦର ରେ ଦିନ ୧ ଘଟିକା ସୁଦ୍ଧା ୪୧.୩୬ ପ୍ରତିଶତ ମତଦାନ…
Read More...

ଅବସର ନେଲେ ପି.ଭି. ସିନ୍ଧୁ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଅଲମ୍ପିକ୍ସ ରେ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁ ଅବସର ଘୋଷଣା କରିଛନ୍ତି। ଟୁଇଟର ରେ ଅବସର ସମ୍ବନ୍ଧରେ ଗୋଟିଏ ପୋଷ୍ଟ କରିଛନ୍ତି ସେ। ଡେନମାର୍କ ଓପନ୍ ତାଙ୍କ ପାଇଁ ଶେଷ ଶୃଙ୍ଖଳ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କ ପୋଷ୍ଟ ଅନୁଯାୟୀ, କିଛି ଦିନ…
Read More...

ପୁଣି ଚର୍ଚ୍ଚାରେ “ବାବା କା ଢାବା”

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଦିଲ୍ଲୀର ବୃଦ୍ଧ ଦମ୍ପତି ଙ୍କ ଜଳଖିଆ ଦୋକାନ "ବାବା କା ଢାବା" ଖୁବ୍ ଚର୍ଚ୍ଚା ରେ ରହିଥିଲା। କରୋନା ପାଇଁ କେହି ତାଙ୍କ ଜଳଖିଆ ଦୋକାନ କୁ ଆସୁନଥିବା କହି କାନ୍ଦି କାନ୍ଦି ନିଜ ଦୁଃଖ ବଖାଣି ଥିଲେ ଦମ୍ପତି। ଏ ନେଇ ଗୌରବ…
Read More...

୫୫ ବର୍ଷରେ ପଦାର୍ପଣ କଲେ କିଙ୍ଗ ଖାନ୍

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ବଲିଉଡ୍ ର କିଙ୍ଗ ଖାନ୍ ତଥା ଶା ହ ରୁଖ୍ ଖାନ୍ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ଏଥିନେଇ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ୫୫ ବର୍ଷୀୟ ଏହି ତାରକା ଭାରତୀୟ ଟେଲିଭିଜନରୁ ନିଜ ଯାତ୍ରା ଆରମ୍ଭ କରି ଆଜି ବିଶ୍ଵରେ ନିଜର…
Read More...

ସ୍ବାଦିଷ୍ଟ ମସଲାର ପରିଚାଳନା ନିର୍ଦ୍ଦେଶକଙ୍କ ଦୁର୍ଘଟଣା ରେ ମୃତ୍ୟୁ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ସ୍ବାଦିଷ୍ଟ ମସଲାର ପରିଚାଳନା ନିର୍ଦ୍ଦେଶକ ତଥା ସମାଜସେବୀ ହେମନ୍ତ ଅଗ୍ରୱାଲଙ୍କ ପୁତ୍ର ପିୟୁଷ ଅଗ୍ରୱାଲ (୩୦)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଭୁବନେଶ୍ବର-କଟକ ଜାତୀୟ ରାଜପଥ-୧୬ରେ ସେ ଫୁଲନଖରାରୁ କଟକ ଆସୁଥଲା ବେଳେ ତେଲେଙ୍ଗାପେଣ୍ଠ ନିକଟସ୍ଥ…
Read More...

ରାଜ୍ୟପାଳ କରୋନା ପଜିଟିଭ୍

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶି ଲାଲ୍ ଏବଂ ତାଙ୍କ ପତ୍ନୀ କରୋନା ଭାଇରସ ରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟପାଳଙ୍କ ସହ ତାଙ୍କ ପରିବାରର ୬ ଜଣ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ବୋଲି ସୂଚନା ମିଳିଛି। ଚିକିତ୍ସା ପାଇଁ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍ ରେ…
Read More...