Breaking

ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲ୍‌କାତା: ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥଲା। ଶ୍ରୀ ଚାଟାର୍ଜୀ ଆଜି କଲିକତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ…
Read More...

ଶ୍ରାବଣ ତୃତୀୟ ସୋମବାର ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍‌ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୩ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ପ୍ରେମ ସଂପର୍କ ବୃଦ୍ଧି ହେତୁ ମନ ଖୁସି ରହିବ

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ପ୍ରଗତି ପଥରେ ଅଗ୍ରସର ହେବେ। ବିରୋଧୀ କ୍ଷତି ପହଞ୍ଚାଇବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରିୟବନ୍ଧୁଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ। ବୃଷ: ବ୍ୟବସାୟରେ ଉନ୍ନତି ପାଇଁ…
Read More...

ଭାଇରାଲ ହେଲା ସରପଂଚ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡ଼ିଓ

କେନ୍ଦ୍ରାପଡ଼ା:ଜଣେ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ପରେ ଏବେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳାଜଣଙ୍କ ଜଣେ ନେତ୍ରୀ । ଗତ ସରପଂଚ ନିିର୍ବାଚରେ ପ୍ରାର୍ଥୀ ହୋଇଥିଲେ । ମହିଳାଜଣକଙ୍କର ଯେଉଁ ଭିଡ଼ିଓ ଭାଇିରାଲ କରାଯାଇଛି ସେଥିରେ ସେ ଜଣେ…
Read More...

ପୁଣି ଗାନ୍ଧୀମାର୍ଗରେ ଗର୍ଜିବେ ଶିକ୍ଷକ ! ୧୬ରୁ ଦିବାରାତ୍ର ଗଣଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ

ଭୁବନେଶ୍ୱର: ପୁଣି ରାଜରାସ୍ତାରେ ଗର୍ଜିବେ ଶିକ୍ଷକ । ଗାନ୍ଧି ମାର୍ଗରେ ହେବ ବିକ୍ଷୋଭ ପ୍ରଦର୍ଶନ ।ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କ ଦାବି ପୂରଣ ନେଇ ଦିନରାତି ଧାରଣା ଦେବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ଵାନରେ ଏହି ବିଶାଳ ଗଣଧାରଣା ହେବାକୁ ଯାଉଛି।…
Read More...

ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ସ୍ୱାଧୀନତା ଦିବସକୁ ଆଉ ମାତ୍ର ତିନି ଦିନ । ତେଣୁ ଦିବସର ପରେଡ୍ ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ରଖି ରାଜଧାନୀରେ କମିଶନରେଟ୍ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ମୋଟ ୨୫ ପ୍ଲାଟୁନ ଫୋର୍ସ ଓ ୨୦୦ ପୋଲିସ ଅଫିସର ସୁରକ୍ଷାରେ ମୁତୟନ ରହିବେ । ଏହା ବ୍ୟତିତ ସହରର ବିଭିନ୍ନ…
Read More...

କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ

ଭୁବନେଶ୍ବର: କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରର୍ଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି ସତ୍ୟପ୍ରକାଶ ।ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଦିନ ୧୧ ଘଟିକା ସମୟରେ ଶତାଧିକ ସମର୍ଥକଙ୍କ ଗହଣରେ…
Read More...

ଭଦ୍ରକରେ ନକଲି ଗୁଟଖା କାରଖାନା ଠାବ: ୪ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି।ଦୀର୍ଘଦିନ ଧରି ଏହି କାରଖାନା ଚାଲୁଥିବାବେଳେ ଗତକାଲି ପୋଲିସ କାରଖାନା ଉପରେ ଚଢଉ କରି ଲକ୍ଷାଧିକ ଟଙ୍କାର ଗୁଟଖା ସହ ଜର୍ଦ୍ଦା ତିଆରି ମେସିନ୍ ଓ ଲୋଗୋ ଜବତ କରିଛି । ଏହି ବ୍ୟବସାୟରେ…
Read More...

ଚିଲିକା ମଝିରେ ଓହ୍ଲାଇବ ସିପ୍ଲେନ୍‌ ! ଓ୍ଵାଟର ଏରୋଡ୍ରମ୍ ପ୍ରସ୍ତାବକୁ କେନ୍ଦ୍ରର ସବୁଜ ସଙ୍କେତ

ଭୁବନେଶ୍ବର: ଏବେ ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍। ପର୍ୟ୍ୟଟକମାନେ ସି-ପ୍ଲେନ୍ ଜରିଆରେ ଚିଲିକା ଭିତରେ ଓହ୍ଲାଇବେ । ଦେଶରେ ପ୍ରଥମ ଥର ପାଇଁ ଏପରି ପରିକଳ୍ପନା କରାଯାଇଛି । ଚିଲିକା ସମେତ ଦେଶର ତିନିଟି ସ୍ଥାନରେ ଓ୍ଵାଟର ଏରୋଡ୍ରମ୍ କରି ସି-ପ୍ଲେନ୍ ଚଳାଇବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି…
Read More...

ଆଜି ବିଶ୍ୱ ହସ୍ତୀ ଦିବସ ! ନନ୍ଦନକାନନରେ ବିଶେଷ ପ୍ରସ୍ତୁତି

ଭୁବନେଶ୍ୱର :ଦିନକୁ ଦିନ ହାତୀଙ୍କ ସଂଖ୍ୟା ହ୍ରାସ ପାଉଛି । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ…
Read More...