Breaking

ଭାଇରାଲ ହେଲା ସରପଂଚ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡ଼ିଓ

0

କେନ୍ଦ୍ରାପଡ଼ା:ଜଣେ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ପରେ ଏବେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳାଜଣଙ୍କ ଜଣେ ନେତ୍ରୀ । ଗତ ସରପଂଚ ନିିର୍ବାଚରେ ପ୍ରାର୍ଥୀ ହୋଇଥିଲେ । ମହିଳାଜଣକଙ୍କର ଯେଉଁ ଭିଡ଼ିଓ ଭାଇିରାଲ କରାଯାଇଛି ସେଥିରେ ସେ ଜଣେ ବ୍ୟକ୍ତିଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା ଦୃଶ୍ୟ ପରିଲକ୍ଷିତ ହୋଇଛି । ଭିଡ଼ିଓଟି ୱାର୍ଟସପ, ଫେସବୁକ, ପର୍ଣ୍ଣ ସାଇଟରେ କେହି ଅପଲୋଡ଼ କରିଛି । ଭିଡ଼ିଓର ଅବଧି ୧ ମିନିଟ ୪୨ ସେକେଣ୍ଡ ରହିଛି ।ପୁଲିସ ଏ ସମ୍ପର୍କରେ ଖବର ପାଇ ନ ଥିବା କହିଛି । କିନ୍ତୁ ବର୍ତମାନ ତା ଉପରେ ପୁଲିସ ପକ୍ଷରୁ ଯାଂଚ ଆରମ୍ଭ ହୋଇଛି ।

loading...

Leave A Reply

Your email address will not be published.