Breaking

ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0

ଭୁବନେଶ୍ୱର: ସ୍ୱାଧୀନତା ଦିବସକୁ ଆଉ ମାତ୍ର ତିନି ଦିନ । ତେଣୁ ଦିବସର ପରେଡ୍ ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ରଖି ରାଜଧାନୀରେ କମିଶନରେଟ୍ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ମୋଟ ୨୫ ପ୍ଲାଟୁନ ଫୋର୍ସ ଓ ୨୦୦ ପୋଲିସ ଅଫିସର ସୁରକ୍ଷାରେ ମୁତୟନ ରହିବେ । ଏହା ବ୍ୟତିତ ସହରର ବିଭିନ୍ନ ଜାଗାରେ ୫୦ଟି ସିସିଟିଭି କ୍ୟାମେରା ଲାଗିବ ।ଏହା ସହିତ ସହରର ବିଭିନ୍ନ ସ୍ଥାନରେ ସ୍ପେଶାଲ୍‌ ଡଗ୍‌ ସ୍କ୍ୱାଡ଼୍‌ ଓ କୁଇକ୍‌ ଆକ୍ସନ୍‌ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.