Breaking

ପାକିସ୍ତାନର ବିଦାୟ ନିଶ୍ଚିତ

ଲଣ୍ଡନ: ପାକିସ୍ତାନର ସେମିଫାଇନାଲ୍ ଆଶା ସମ୍ପୂର୍ଣ୍ଣ ଅସମ୍ଭବ। ସର୍ଫରାଜ ଅହମ୍ମଦଙ୍କ ଦଳ ବିଦାୟ ଦ୍ବାର ଦେଶରେ ଥିଲା ବେଳେ ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ତାକୁ ଅସମ୍ଭବ ସମୀକରଣ ଅପେକ୍ଷା କରିଛି। ପାକିସ୍ତାନ ସଂପ୍ରତି ୮ ମ୍ୟାଚ୍‌ରୁ ୯ ପଏଣ୍ଟ ସହ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ…
Read More...

ପୁଲିସ୍ ଏତଲା ଲେଖି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଥାନା ଭିତରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ

ନୂଆଦିଲ୍ଲୀ : ଦିଲ୍ଲୀର ନିହାଲ ବିହାର ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ପ୍ରୟାସ କରିଥିବା ଜଣା ପଡ଼ିଛି । ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ପୀଡ଼ିତ ନିଜ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ଜୁଲାଇ ୩ରେ ଏଭଳି ଘଟଣା ଘଟିଥିବା ବେଳେ ଏହି ଘଟଣା ପରେ ପୀଡ଼ିତଙ୍କ ଛାତି ଏବଂ…
Read More...

୭୦ ବର୍ଷ ହୋଇପାରେ ଅବସର ବୟସ ସୀମା!

ନୂଆଦିଲ୍ଲୀ: ୭୦ ବର୍ଷ ହୋଇପାରେ ଅବସର ବୟସ ସୀମା! ଇକୋନମିକ ସର୍ଭେ ଅନୁଯାୟୀ ଭାରତରେ ବୟସ ଅନୁପାତ ବଢ଼ୁଥିବା ଯୋଗୁଁ ଭବିଷ୍ୟରେ ଅବସର ବୟସ ସୀମା ବଢ଼ିପାରେ।ସଂସଦରେ ଦାଖଲ ୨୦୧୯ ଆର୍ଥିକ ସର୍ଭେରେ କୁହାଯାଇଛି, ୨୦୩୧ – ୪୧ ମଧ୍ୟରେ ଭାରତର ଜନସଂଖ୍ୟା ୦.୫ ପ୍ରତିଶତ ବଢ଼ିବ।ଦେଶରେ ପ୍ରଜଜନ…
Read More...

ଯୋଡ଼ାଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି

କଟକସିଟି : ଢେଙ୍କାନାଳ ଯୋଡ଼ା ଶିଶୁଦ୍ବୟଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଛି। ଗୁରୁବାର ଶିଶୁଦ୍ବୟ ନିଶ୍ବାସ ପ୍ରଶ୍ବାସ ନେବାରେ ଅଧିକ କଷ୍ଟ ଅନୁଭବ କରିବାରୁ ଲାଗିଥିବା ଅମ୍ଳଜାନର ମାତ୍ରାକୁ ବଢ଼ାଇ ଦିଆଯାଇଛି। ଏଭଳି ସ୍ଥିତିରେ ଶିଶୁଦ୍ବୟଙ୍କର ଜୀବନ ରକ୍ଷା ପାଇଁ ଡାକ୍ତରମାନେ ଉଦ୍ୟମ…
Read More...

ବଜେଟ୍ ପୂର୍ବରୁ ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୫ ।୭: ଆଜି ଲୋକସଭାରେ ଉପସ୍ଥାପିତ ହେବ କେନ୍ଦର ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବା ପୂର୍ବରୁ ଭାରତୀୟ ସେୟାର ବଜେଟରେ ଉତ୍ସାହ ଦେଖିବାକୁ ମିଳିଛି । କାରବାର ଆରମ୍ଭର ୨ ମିନିଟରେ ୪୦ ହଜାର ଟପିଲା ବମ୍ବେ ଷ୍ଟକ୍…
Read More...

ବ୍ରିଟେନ କବ୍‌ଜାରେ ଇରାନର ‘ଗ୍ରେସ୍‌ ୧’

ମାଦ୍ରିଦ୍‌,୫।୭ (ପି.ଟି.):ୟୁରୋପୀୟ ସଂଘ (ଇୟୁ) ଦ୍ୱାରା ଜାରି କଟକଣା ଉଲ୍ଳଂଘନ କରିବା ଅଭିଯୋଗରେ ଇରାନର ଏକ ବିଶାଳ ତୈଳ ଜାହାଜ ଜିବ୍ରାଲ୍‌ଟରରେ ଧରାପଡ଼ିଛି। ଗ୍ରେସ୍‌ ୧ ନାମକ ଏହି ସୁପରଟ୍ୟାଙ୍କର ୨୦ ଲକ୍ଷ ବ୍ୟାରେଲ୍‌ ଅଶୋଧିତ ତୈଳ ପରିବହନ କରି ସିରିଆକୁ ଯାଉଥିବାବେଳେ ଜିବ୍ରାଲ୍‌ଟର…
Read More...

ଫ୍ୟାଶନ୍‌: ହେୟାର ଷ୍ଟ୍ରେଟ୍‌ନିଂ

କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ମହିଳା ହେୟାର ଷ୍ଟ୍ରେଟ୍‌ନିଂ କରୁଛନ୍ତି। ତେବେ ଏହା କରିବା ପୂର୍ବରୁ ଜାଣିରଖନ୍ତୁ କିଛି ଟିପ୍ସ… ସବୁବେଳେ ଭଲ କ୍ୱାଲିଟିର ଷ୍ଟ୍ରେଟ୍‌ନର ବ୍ୟବହାର କରନ୍ତୁ। କିଣିବା ପୂର୍ବରୁ ଏହାର ବ୍ୟବହାର ସମ୍ପର୍କରେ ଭଲଭାବେ ଜାଣନ୍ତୁ। ଷ୍ଟ୍ରେଟ୍‌ନିଂ…
Read More...

ଭାରତର ଶେଷ ବିଶ୍ବକପ୍ ମ୍ୟାଚ୍ ଧୋନିଙ୍କ ଅନ୍ତିମ ମ୍ୟାଚ୍‌ ହେବ!

ବର୍ମିଂହାମ୍ ୩ା୭: ଏହାକୁ ଆପଣ ଭାରତୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ରହସ୍ୟ କହିପାରନ୍ତି। ଅନୁମାନ କରାଯାଉଛି ଯେ ଚଳିତ ବିଶ୍ବକପ୍‌ରେ ଭାରତର ଶେଷ ମ୍ୟାଚ୍ ମହେନ୍ଦ୍ର ସିଂହ ଧୋନିଙ୍କର ଭାରତ ପାଇଁ ଅନ୍ତିମ ମ୍ୟାଚ୍ ହେବ। ଏହି ମ୍ୟାଚ୍ ପରେ ଭାରତୀୟ କ୍ରିକେଟ୍‌ର ଅନ୍ୟତମ କିମ୍ବଦନ୍ତୀ ପାଲଟିଥିବା…
Read More...

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ୩ବର୍ଷୀୟ ଶିଶୁ ରୋଷେୟା

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ୩ବର୍ଷୀୟ ଶିଶୁ ଚହଳ ସୃଷ୍ଟି କରିଛନ୍ତି। ଆମେରିକାର ରୋମନ୍‌ ବେଲ୍‌ଭିଲେ ପୁରା ଦୁନିଆକୁ ନିଜ ଅଦ୍ଭୁତ କାର୍‌ନାମା ଜରିଆରେ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ରୋମନ୍‌ ୟୁଟ୍ୟୁବ୍‌ରେ ଏବେ ଜଣେ…
Read More...

ଡମ୍ପର ଚକାତଳେ ଚାପିହୋଇ ବାଇକ୍‌ ଆରୋହୀ ମୃତ, ଡମ୍ପର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର/ବାହାର୍ଦ୍ଦା: ବଲେଶ୍ୱର ସିଂଲା ଥାନା ଅଧୀନ ସାର୍ଥା ଗ୍ରାମରେ ଏକ ଡମ୍ପର ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଏହି ଗ୍ରାମର ଜୟଦେବ ମଣ୍ଡଳ(୨୫)। ଆଜି ଦ୍ଵି-ପ୍ରହର ପ୍ରାୟ ଅଢେଇଟା ବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡମ୍ପରର…
Read More...