Breaking

ବଜେଟ୍ ପୂର୍ବରୁ ସେୟାର ବଜାରରେ ଉତ୍ସାହ

0

ନୂଆଦିଲ୍ଲୀ,୫ ।୭: ଆଜି ଲୋକସଭାରେ ଉପସ୍ଥାପିତ ହେବ କେନ୍ଦର ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବା ପୂର୍ବରୁ ଭାରତୀୟ ସେୟାର ବଜେଟରେ ଉତ୍ସାହ ଦେଖିବାକୁ ମିଳିଛି । କାରବାର ଆରମ୍ଭର ୨ ମିନିଟରେ ୪୦ ହଜାର ଟପିଲା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ । ସେହିପରି ୧୨ ହଜାର ପାର କରିଛି ନିଫ୍ଟ । ଜୁନ୍ ୧୧ ପରେ ପ୍ରଥମଥର ପାଇଁ ୪୦ ହଜାର ଟପିଛି । କାରବାର ଆରମ୍ଭରୁ ବ୍ୟାଙ୍କିଂ ସେୟାରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଇଣ୍ଡିସ୍ ଇଣ୍ଡ, ଆକ୍ସିସ୍, ଏଚଡିଏଫସ୍ ସେୟାର ସମେତ ବଜାଜ ଫାଇନାନ୍ସ ଓ ଏସବିଆଇରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି ।

loading...

Leave A Reply

Your email address will not be published.