ଗାଡ଼ି ଲୁଟେରା ଗ୍ୟାଙ୍ଗ୍ର ୩ ଗିରଫ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀରୁ ଲୁଟୁଥିଲେ କାର୍ ଓ ବାଇକ୍
ପିପିଲି: ଏକ ବୋଲେରୋ ଗାଡ଼ି ଚୋରିର ତଦନ୍ତ କରୁଥିଲା ପୁଲିସ। ହେଲେ ତଦନ୍ତ ବେଳେ ପୁଲିସ ଜାଲରେ ପଡ଼ିଗଲେ କାର୍-ବାଇକ୍ ଲୁଟୁଥିବା ଏକ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ପିପିଲି ପୁଲିସ ଗିରଫ କରିବା ସହ ସେମାନଙ୍କଠାରୁ ଏକ ଟାଟା ସୁମୋ ଓ ୧୦ଟି ଚୋରା ମଟର ସାଇକେଲ ଜବତ କରିଛି।…
Read More...
Read More...