Breaking

ସଲାମ ଜଣାଇବ ଓଡିଶା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ସବୁ ଓଡ଼ିଆଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ ଗୀତଟି ଗାଇବାକୁ ଅନୁରୋଧ କରିଛନ୍ତି । ‘‘ମଇ ୩୦ ତାରିଖ ଶନିବାର ସଂଧ୍ୟା ୫ଟା ୩୦ ସମୟରେ ଆପଣମାନେ ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ, ସମସ୍ତେ…
Read More...

ସମ୍ମାନୀତ ହେଲେ କରୋନା ଯୋଦ୍ଧା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଟିମ୍ ପ୍ରକାଶ ତ୍ରିପାଠୀ ତରଫରୁ କୋରନା ଯୁଦ୍ଧ ର ଅନ୍ୟତମ ସାରଥୀ, ଭିଏସସନଗର ବିଏମସି ହସ୍ପିଟାଲର ଡାକ୍ତର , ଫାର୍ମାସିଷ୍ଟ, ନର୍ସ ଓ ସମସ୍ତ କର୍ମଚାୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ପଟଚିତ୍ର ଦେଇ ସମ୍ମାନିତ…
Read More...

କ୍ରାଇମ ପେଟ୍ରୋଲ’ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ମଧ୍ୟପ୍ରଦେଶ : ଲୋକପ୍ରିୟ ଟିିଭି ଶୋ’ କ୍ରାଇମ ପେଟ୍ରୋଲ ଅଭିନେତ୍ରୀ ପ୍ରେକ୍ଷା ମେହେତା ଆତ୍ମହତ୍ୟା କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରେ ତୁରନ୍ତ ତାଙ୍କୁ…
Read More...

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର: ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଅଛନ୍ତି। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ହୃଦ୍‌ଘାତ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବାନୁଯାୟୀ ତାଙ୍କର…
Read More...

ତାଲାବନ୍ଦ ବିଫଳ:ରାହୁଲ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଦେଶ ବର୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନରେ।କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ କରାଯାଇଥିଲା। ତାଲାବନ୍ଦ ଓ କରୋନାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି ତାଲାବନ୍ଦକୁ ନେଇ…
Read More...

ବିଏମ୍ ସି ସଫେଇ କର୍ମଚାରୀଙ୍କୁ ସମ୍ବର୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଟିମ୍ ପ୍ରକାଶ_ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ ତଥା ବିଏମସି ଜାଗୃତିର କୋଡିନେଟର ପ୍ରବେଶ ସାହୁ, ସୁପରଭାଇଜର ଇନ୍ଦ୍ରଜିତ ନାୟକ ଓ ରାମକଷ୍ଣ ଧନୱାରଙ୍କ ସମେତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ…
Read More...

କଟକଣା ଭିତରେ ହେବ ସ୍ନାନଯାତ୍ରା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନାକୁ ନେଇ ରଥଯା୍ତ୍ରା ଓ ଅନ୍ୟାନ୍ୟ ନିତିକାନ୍ତି ଉପରେ କଟକଣା ଲଗାଯାଇଛି। ତେବେ ଏ ନେଇ ଏକ ଖୁସି ଖବର ଆସିଛି।ଏହି ସମୟରେ ଶ୍ରୀମନ୍ଦିର ଭିତରେ କରୋନା କଟକଣାରେ ହେବ ସ୍ନାନଯାତ୍ରା । କାଲି ଦଇତାପତି ନିଯୋଗର ବସିଥିବା ଗୁରୁତ୍ୱପୂର୍ଣ ବୈଠକରେ…
Read More...

କାଲି ଠାରୁ ଗଡିବ ମୋବସ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କାଲିଠୁ ଗଡ଼ିବ ‘ମୋ ବସ୍’ । ଟ୍ୱିନ୍-ସିଟିରେ ମୋ ବସ୍ ଚଳାଚଳକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠାରୁ ୭ଟି ରୁଟଦେଇ ଗଡ଼ିବ ମୋ ବସ୍ ବୋଲି ସରକାର ନିଷ୍ପତି ନେଇଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋ ବସ୍ ଗଡ଼ିବ ଓ ଏହି ୭ଟି ରୁଟରେ…
Read More...