Breaking

ସଲାମ ଜଣାଇବ ଓଡିଶା

ବନ୍ଦେ ଉତ୍କଳ ଜନନୀ ଗାଇ କୋଭିଡ୍ ଯୋଦ୍ଧାଙ୍କୁ ସଲାମ ଜଣାଇବା ପାଈ ମୁଖ୍ୟମନ୍ତ୍ରୀ କଲେ ଅନୁରୋଧ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ସବୁ ଓଡ଼ିଆଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ ଗୀତଟି ଗାଇବାକୁ ଅନୁରୋଧ କରିଛନ୍ତି । ‘‘ମଇ ୩୦ ତାରିଖ ଶନିବାର ସଂଧ୍ୟା ୫ଟା ୩୦ ସମୟରେ ଆପଣମାନେ ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିବା ପାଈ ଆହ୍ବାନ ଦେଇଛନ୍ତି । ଏହା ଦ୍ୱାରା ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଆମେ ସମ୍ମାନ ଜଣାଇପାରିବା,’’ କହିଛନ୍ତି ମୁଖ୍ୟମନ୍ତ୍ରୀ।

loading...

Leave A Reply

Your email address will not be published.