Breaking

ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶା ମୋ ପରିବାର ତରଫରୁ ବିଶିଷ୍ଟ ରାଜନେତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ…
Read More...

ଓଡିଶାରେ ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମା ୪୨ବର୍ଷକୁ ବୃଦ୍ଧି କରାଯାଉ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡିଶାରେ ସରକାରୀ ଚାକିରି ପାଈଁ ସର୍ବୋଚ୍ଚ ବୟସସୀମା ୩୨ବର୍ଷ ରୁ ୪୨ବର୍ଷକୁ ବୃଦ୍ଧି କରିବା ପାଈଁ ବହୁତ ଦିନରୁ ଦାବି କରାଯାଉଛି।ଛାତ୍ରଛାତ୍ରୀ ମାନେ ବିଭିନ୍ନପ୍ରକାର ଫୋରମ ଓ ଗଣମାଧ୍ୟମ ର ସହଯୋଗରେ ତାଙ୍କର ଦାବିକୁ ସରକାରଙ୍କ ଆଗରେ ଉପସ୍ଥାପନ ଦୀର୍ଘ ବର୍ଷ…
Read More...

ମନେ ରହିବେ ମହାରଥୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ହାରିଗଲେ ମହାରଥୀ।ଚିରନିଦ୍ରାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଶୋକାକୂଳ ପରିବେଶରେ ମହାରଥୀଙ୍କୁ ଶେଷ ବିଦାୟ ଦେଲେ ପରିବାରବର୍ଗ ।…
Read More...

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ସେବା ଯୋଗାଉଛି ସୁନ୍ଦରଗଡ଼ର ଏଆରସି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି’’, ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ।…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୧ ତମ…
Read More...

ଉତ୍କଳୀୟମ୍ ଫାଉଣ୍ଡେସନ୍ ତରଫରୁ କରୋନା ମହାଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଉତ୍କଳୀୟମ୍ ଫାଉଣ୍ଡେସନ୍ ତରଫରୁ କରୋନା ମହାଯୁଦ୍ଧରେ ଅସହାୟମାନଙ୍କୁ ସହାୟ ହୋଇଥିବା ମହାଯୋଦ୍ଧାମାନଙ୍କୁ ଓ ବିପତ୍ତି ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସହଯୋଗ କରିଆସିଥିବା ଯୋଦ୍ଧାମାନଙ୍କୁ ଉତ୍କଳ ସାମ୍ବାଦିକ ସଂଘର ସଭାଗୃହରେ ଫାଉଣ୍ଡେସନ୍…
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ପାଳିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି  । ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ କଟକଣା ହେତୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌-୧୯…
Read More...

ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୬ ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟ , ମୈତ୍ରୀବିହାର ପରିସରରେ ସ୍ଥାନୀୟ…
Read More...

ନିଆରା ଢଙ୍ଗରେ ହେବ ମହାବୀର ପୂଜା :ମିଲନ୍ ପାଇକରାୟ

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଶ୍ରୀ ମହାବୀର ପୂଜା କିମିଟିର କାର୍ଯ୍ୟକାରୀ ସଭାପତି ମିଲନ କୁମାର ପାଇକରାୟଙ୍କ ସଭାପତିତ୍ୱରେ ଚଳିତ ବର୍ଷ ମହାବୀରଙ୍କ ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ…
Read More...

ସାଗର ବଳବନ୍ତରାୟ ହେଲେ ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ୱାର୍ଡ ନଂ-୩୯ର ଯୁବ ନେତା ଶ୍ରୀ ସାଗର ବଳବନ୍ତରାୟଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।। ଦୀର୍ଘ…
Read More...