Breaking

ଗୁହାରି ଶୁଣିଲେ ମଣିମା

ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କୋରେନା ମହାମାରୀ ବିପତି ସମୟରେ ପ୍ରଭୁ ଜଗନ୍ନାଥ ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକତାରେ ବୈଠକରେ ଏ ନେଈ ନିସ୍ପତି କରାଯାଇଛି।ପୁରୀ ଗ୍ରୀନ ଜୋନ୍ ରେ ଥିବାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇପାରିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛିା। ଏ ନେଇ ରାମ ଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.