Breaking
Browsing Category

ରାଜ୍ୟ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଇଂଗ୍ରେଜ ବିରୋଧି ଲଢେଇ ହେଉ ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ କିମ୍ବା ଦୁଃଖ, ଦୁର୍ଦଶା, ଭୋକିଲା ମଣିଷଙ୍କ ନିକଟରେ ପାଇକ ମାନେ ସାହାଯ୍ୟ କରିବାକୁ ସେମାନଙ୍କର କର୍ତ୍ତବ୍ୟ ବୋଲି ମନେକରନ୍ତି । ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା…
Read More...

ମାଣିଆବନ୍ଧ ବୁଣାକାରଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ପରିଚୟ ଫାଉଣ୍ଡେସନ୍‌

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ବିପତ୍ତି ସମୟରେ ଦୁର୍ଦ୍ଦଶା ଭିତରେ ଥିବା ବୁଣାକାର ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି ପରିଚୟ ଫାଉଣ୍ଡେସନ୍ । ବୁଣାକାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟାଯାଇଛି । ୪୭୫ ବୁଣାକାର ପରିବାରଙ୍କୁ ଏହି ସାମଗ୍ରୀ ଦିଆଯାଇଛି । ପରିଚୟ ଫାଉଣ୍ଡେସନ୍‌ର…
Read More...

ଭୂବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅଗ୍ନିସମ ବିଭାଗର କର୍ମଚାରୀମାନେ ବିଗତ କିଛିଦିନ ତଳେ ପଶ୍ଚିମ ବଙ୍ଗରେ ବତ୍ୟାରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଓ ଜନସାଧାରଣଙ୍କୁ ଉଦ୍ଧାର କରିବା ସହ ବିଭିନ୍ନ ସେବା ଯୋଗାଇ…
Read More...

ସୋଆକୁ ସଫଳତା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଟାଇମ୍ସ ହାୟର ଏଡୁକେସନ୍‌ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ -୨୦୨୧ରେ ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍‌ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ…
Read More...

ଉତ୍ତର ଓ ମଧ୍ୟ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭି ଏସ ଏସ ନଗର ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ , ମିଳିତ ସହଯୋଗରେ ମା ତାରିଣୀ ମନ୍ଦିର ପରିସରରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ କରୋନା ରୋଗର ଆଶୁ ଆରୋଗ୍ୟ କାମନାକରି ସମୂହ ଦୀପ…
Read More...

କୋଭିଡ ମୁକାବିଲା କଟକ-ଖୋର୍ଦ୍ଧାରେ କୋଭିଡ ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି।ରାଜ୍ୟରେ…
Read More...

ପନିପରିବା ଓ ଗ୍ରୋସରୀ ଯୋଗାଇଲେ ଏସଏଚଜି ମହିଳା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ସାରା ଦେଶ ବର୍ତ୍ତମାନ କରୋନା ସହ ଲଢ଼େଇ ଜାରି ରଖିଛି । ଏଭଳି ସମୟରେ ସାମାଜିକ ଦୂରତ୍ୱକୁ କରୋନା ମୁକାବିଲାର ଅସ୍ତ୍ର କୁହାଯାଉଥିବାବେଳେ, ସମସ୍ତେ ଘରେ ରହି ତାଲା ବନ୍ଦ ପାଳନକୁ ଗୁରୁତ୍ୱ ଦେଉଛନ୍ତି । ଫଳରେ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ମିଳିପାରୁନାହିଁ…
Read More...

କରୋନା କାଳରେ ଜୀବିକା ଯୋଗାଉଛି ଛତୁ ଚାଷ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ ସବୁଆଡେ ବ୍ୟାପୀବାରେ ଲାଗିଛି । ଏହାର କରାଳ ରୂପରେ ରାଜ୍ୟର ଅନେକ ଗରିବ, ମଧ୍ୟବିତ୍ତ ଜୀବିକା ହରାଇବାରେ ଲାଗିଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ଛତୁ ଚାଷ ଯୋଗାଇଛି ଜୀବିକା ନିର୍ବାହର ନୂଆ ରାହା । ଏଥିରୁ ଲାଭବାନ…
Read More...