Breaking

ହାରିଗଲେ ହାକିମ ବାବୁ

ପରଲୋକରେ_ଅଭିନେତା_ଅଜିତ_ଦାଶ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭେଟେରାନ୍ ଓଲିଉଡ଼ ଅଭିନେତା ଅଜିତ ଦାଶ ଆଉ ନାହାନ୍ତି । ୭୧ ବର୍ଷ ବୟସରେ ଅଜିତ ଦାଶଙ୍କ ପରଲୋକ, କରୋନାରେ ଥିଲେ ପୀଡ଼ିତ । ତାଙ୍କ ନିଧନ କଳାକାର ଜଗତ ପାଈ ଏକ ଅପୂରଣୀୟ କ୍ଷତି।

loading...

Leave A Reply

Your email address will not be published.