Breaking
Browsing Category

ରାଜ୍ୟ

ବିଜେପିରେ ଯୋଗଦେଲେ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ

ପିପିଲି : ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଛନ୍ତି ରାଜନୀତି । ସରକାରୀ ଚାକିରୀ ରେ ଥାଇ ମଧ୍ୟ ଯୋଗଦେଇଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ । ଯାହାକୁ ନେଇ ଦେଖା ଦେଇଛି ବିବାଦ । ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି…
Read More...

କମିସନରେଟ ପୁଲିସର ରାତିଅଧିଆ ଚଢ଼ଉ ! ୨ ଦିନରେ ଡାନ୍ସବାରରୁ ୨୦ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ ଉପରେ ପୁଲିସର ଚଢ଼ଉ ଜାରି ରହିଛି। ଗତ ୨ ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ବାର୍‌ ଉପରେ ଚଢ଼ଉ କରାଯାଇ ମୋଟ ୨୦ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଗତ ଶୁକ୍ରବାର ଦିନ ଖାରବେଳନଗର ଥାନା ଅଧୀନରେ ଥିବା ସୋଲାଲ-ଇନ୍‌ ବାର୍‌ରେ…
Read More...

ନବରଙ୍ଗପୁର ଏସପିଙ୍କ ଦବଙ୍ଗଗିରି ! ଅର୍ଡଲିଙ୍କୁ ଶହେ ଥର କରାଇଲେ ଉଠ୍ ବସ୍

ନବରଙ୍ଗପୁର:ଏସ୍ପିଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ । ଅର୍ଡଲିଙ୍କୁ ଶହେ ଥର କରାଇଲେ ବସଉଠ। ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ଅଭିଯୋଗ ଅନୁଯାୟୀ ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା ଏସ୍‌ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି । ଗତ…
Read More...

ନିରାଶ କରିଥିଲେ ପ୍ରଧାନମନ୍ତ୍ରୀ ! ମୁକ୍ତିକାନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ରାଉରକେଲାରୁ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ବାହାରିଥିବା ମୁକ୍ତିକାନ୍ତ ବିଶ୍ୱାଳ ଶେଷରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ହେବା ଏବଂ ରାଉରକେଲାରେ ସୁପରସ୍ପେଶାଲି ମେଡିକାଲ ଖୋଲିବା ଲାଗି ଏହି ପଦ ଯାତ୍ରା କରି ଶେଷରେ…
Read More...

ତୃତୀୟ ଦିନରେ ପହଞ୍ଚିଲା ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ

ଭୁବନେଶ୍ବର: ଜିଦରେ ଅଟଳ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଯୋଗ୍ୟ ବିବେଚିତ ହେବା ଦିନଠାରୁ ଚାକିରି ସର୍ତ୍ତ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ପୂର୍ଣ୍ଣ ଅନୁଦାନ ନ ଦେବା…
Read More...

ଭୁଶୁଡିଲା କ୍ୟୁଏଟି ଗଡ ! ବିବାଦରୁ ବଳିପଡିଲେ ପୋଲିସ୍ ବାବୁ

ଭୁବନେଶ୍ୱର:ଦୀପକ ଲେଙ୍କା ଜଣେ ଦକ୍ଷ ପୋଲିସ ଅଫିସର ଭାବରେ କମିସନରେଟ୍ ପୋଲିସରେ ବେଶ ଜଣାଶୁଣା।ଉତ୍ତମ କାର୍ଯ୍ୟ ଦକ୍ଷତା ହେଉ ବା ନିଜର ସାହାସିକତା ପାଇଁ ପୋଲିସ୍ ବିଭାଗରେ ସେ ଉଚ୍ଚ ପ୍ରଶଂସିତ ।ନିଜର କାର୍ଯ୍ୟ ଦକ୍ଷତା ପାଇଁ ଶ୍ରୀ ଲେଙ୍କାଙ୍କୁ କମିସନରେଟ୍ ପୋଲିସ୍ ର କ୍ୟୁଏଟିର…
Read More...

ଶସ୍ତା ହେଲା ଇଲିିସି ! ୧୫୦୦ ପରିବର୍ତ୍ତେ କିଲୋ ହେଲା ୨୦୦ଟଙ୍କା

ପାରାଦୀପ: କିଛି ଦିନ ପୂର୍ବରୁ ଆକାଶଛୁଆଁ ଦର ଥିବା ଇଲିସି ମାଛ ଏବେ ଶସ୍ତାରେ ମିଳୁଛି। ପାରାଦୀପରେ ଶସ୍ତା ହୋଇଛି ଇଲିଶି ମାଛ ଦର।ଯୋଡା (୬୦୦ଗ୍ରାମ) ୨୦୦ଟଙ୍କାରେ ମିଳୁଛି। ପୂର୍ବରୁ ଏହାର ଦାମ୍‌ ୧୫୦୦ଟଙ୍କାରୁ ଅଧିକ ଥିଲା। ଇଲିଶି ଶସ୍ତା ହୋଇଥିବାରୁ ପାରାଦ୍ୱୀପ ବାଲିପ୍ଲଟ ମାଛ ମାର୍କେଟ ଓ…
Read More...