Breaking

ନିରାଶ କରିଥିଲେ ପ୍ରଧାନମନ୍ତ୍ରୀ ! ମୁକ୍ତିକାନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର:ରାଉରକେଲାରୁ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ବାହାରିଥିବା ମୁକ୍ତିକାନ୍ତ ବିଶ୍ୱାଳ ଶେଷରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ହେବା ଏବଂ ରାଉରକେଲାରେ ସୁପରସ୍ପେଶାଲି ମେଡିକାଲ ଖୋଲିବା ଲାଗି ଏହି ପଦ ଯାତ୍ରା କରି ଶେଷରେ ସେ ନବୀନଙ୍କୁ ଭେଟିଛନ୍ତି । ପର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ଅସର୍ମଥ ହୋଇଥିଲେ । ଶେଷରେ ଭେଟିବା ପରେ ସେ ତାଙ୍କର ଦାବୀ ଜଣାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବେ ବୋଲି କହିଛନ୍ତି । ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବୋଲି ମଧ୍ୟ ସୂଚନା ମିଳିଛି ।

You May Like Here:

           ⇓ 

loading...

Leave A Reply

Your email address will not be published.