Breaking
Browsing Category

ରାଜ୍ୟ

ଅଭିଜିତ ଆୟର ମିତ୍ରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଅଭିଜିତ୍ ଆୟର ମିତ୍ରଙ୍କୁ ଆଜି କୋଣାର୍କ ‘ଜେଏମ୍‌ଏଫସି’ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି…
Read More...

କଂଗ୍ରେସ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ବିଦା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି (ଏଆଇସିସି) ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟିର…
Read More...

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଜି ଏହି ସୂଚନା ଦେଇଛନ୍ତି।ଏଥିସହ ଆଗାମୀ…
Read More...

ଓଡ଼ିଶା ବଜାରକୁ ଆସିଲା ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ‘

ଭୁବନେଶ୍ୱର : ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ‘ ଓଡ଼ିଶାରେ ଉନ୍ମୋଚିତ ହୋଇଛି। ଏହି ଗାଡ଼ି ଅଭିନବ ଇଲେକ୍‌ଟ୍ରିକ୍‌ ଷ୍ଟାର୍ଟ ପ୍ରଯୁକ୍ତି ‘ଆଇ- ଟଚ୍‌ ଷ୍ଟାର୍ଟ‘ ଆସିଛି ଯାହା ଭାରତରେ ପ୍ରଥମ ଥର ପାଇଁ ଷ୍ଟାର୍ଟର ଜେନେରେଟର ସହିତ…
Read More...

କଟକରେ ଉଦଘାଟନ ହେଲା ଅତ୍ୟାଧୁନିକ ସିୱେଜ୍ ଟ୍ରିଟମେଂଟ ପ୍ଲାଂଟ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ କଟକ ଗସ୍ତରେ ଯାଇ ସିଡିଏ ଠାରେ ଅତ୍ୟାଧୁନିକ ସ୍ୱିୱେଜ୍ ଟ୍ରିଟମେଂଟ ପ୍ଲାଂଟର ଉଦଘାଟନ କରିଛନ୍ତି । ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ସ୍ଥଳ ବୁଲି ଦେଖିଥିଲେ । ଏହି ପ୍ଲାଂଟ କଟକ ସିଡିଏଠାରେ ଦୈନିକ ୩କୋଟି…
Read More...

ଆଜି ବିଶ୍ୱ ଏଡସ ଦିବସ : ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ

ନୂଆଦିଲ୍ଲୀ: ଆଜି ବିଶ୍ୱ ଏଡ୍‌ସ ଦିବସ। ଏଡ୍‌ସର ଭୟାବହତା ଓ ଏନେଇ ସେଚତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାରା ବିଶ୍ୱ ଡିସେମ୍ବର ୧ ତାରିଖକୁ ଏଡସ୍‌ ଦିବସ ରୂପେ ପାଳନ କରୁଛି। ଏସବୁ ସତ୍ତ୍ୱେ ଏଡସ୍‌ ସଂକ୍ରମଣକୁ ଏବେ ମଧ୍ୟ ଆଶାନୁରୂପେ ରୋକା ଯାଇପାରିନି। ଭାରତରେ ୨.୩୯ ମିଲିୟନ୍‌ରୁ ଅଧିକ…
Read More...