Breaking
Browsing Category

ରାଜ୍ୟ

୭୦ ବର୍ଷରେ ଭାରତର ଗଣତନ୍ତ୍ର

ଭୁବନେଶ୍ୱର : ସାରା ଦେଶରେ ଆଜି ପାଳନ ହେଉଛି ୭୦ ତମ ସାଧାରଣତନ୍ତ୍ର ଦିବସ ।ଗାନ୍ଧି ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପରେଡରେ ସାମରିକ, ବେସାମରିକ କ୍ଷେତ୍ରରେ ୫୪ ଟି ଟ୍ରୁପ ସାମିଲ ହୋଇଛନ୍ତି । ସେହିପରି କଟକ ବାରବାଟିି ଷ୍ଟାଡିୟମରେ…
Read More...

ତମାଣ୍ଡୋ ରୁ ଟାର୍ଗେଟ

ଭୂବନେଶ୍ବର :ଆସ୍କନ ମୁଡରେ ରାହୁଲ।ଓଡିଶା କଂଗ୍ରେସ ଆୟୋଜିତ ସମାବେଶରେ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ। ମୋଦି ସରକାରଙ୍କ ବିରୋଧ ରେ ବିଶୋଦଗାର କରିଛନ୍ତି ରାହୁଲ। କେନ୍ଦ୍ର ସରକାରଙ୍କ ରାଫେଲ ଦୁର୍ନିତି ହେଉ ବା ଚାଷି ମାନଙ୍କ ବିଷୟରେ ହେଉ ବିଭିନ୍ନ ବିଷୟକୁ ନେଇ…
Read More...

ଚାଷି ଘରେ ପହଞ୍ଚିଲା କାଳିଆ

ଭୂବନେଶ୍ବର:କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇବାର ପ୍ରକ୍ରିୟାକୁ ପୁରୀ ସମାବେଶରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା କେବଳ ଯେ, ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ ନାହିଁ ବରଂ ୩ ବର୍ଷରେ ୬ଟି ଋତୁ ପାଇଁ ଚାଷୀଙ୍କ ଚାଷ…
Read More...

ଦଳପତି ଶିଖାଇବେ ରଣନୀତି।

ଭୂବନେଶ୍ବର :ଆସୁଛନ୍ତି ଯୁବରାଜ। ଚଳଚଞ୍ଚଳ ଓଡିଶା କଂଗ୍ରେସ ଶିବିର। ଦେବେ ଗୁରୁମନ୍ତ୍ର। ନେତା ଠାରୁ ଆରମ୍ଭ କରି କର୍ମି ଯାଏ ସମେସ୍ତେ ଆନନ୍ଦିତ। ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇବା ପାଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସ୍ବାଗତ ପାଈ ପ୍ରସ୍ତୁତ ରାଜ୍ୟ କଂଗ୍ରେସ। ତମାଣ୍ଡୋ…
Read More...

କଳିଙ୍ଗ ଦଳିତ ଯୁବ ସେନାର ବନ୍ଧୁ ମିଳନ

ଚନ୍ଦ୍ରଶେଖରପୁର: ଆଜି ଶିଖରଚଣ୍ଡି ପୀଠରେ କଳିଙ୍ଗ ଦଳିତ ଯୁବ ସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ରାଜ୍ୟସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବ ପ୍ରତିନିଧିମାନେ ଯୋଗଦେଇ ଦଳିତମାନଙ୍କ ସୁରକ୍ଷାପାଇଁ ଆଲୋଚନାକରିଥିଲେ। ସଭାପତି…
Read More...

ଘରୁ ତଡିଦେଲା ପୁଅ,ରାଜ ରାସ୍ତାରେ ସ୍ବାଧିନତା ସଂଗ୍ରାମୀ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପାଳିତ ହେବ ଦେଶରେ ଗଣତନ୍ତ୍ର ଦିବସ। ତେବେ ଆଜି ମଧ୍ୟ ସ୍ବାଧୀନତା ସଂଗ୍ରାମୀ ଅବହେଳିତ। ନିଜ ଯିବନ ବଞ୍ଚାଇବା ପାଇଁ କରୁଛନ୍ତି ସଂଗ୍ରାମ। ସେତେବେଳେ ଦେଶର ସ୍ବାଧିନତା ପାଇଁ ସଂଗ୍ରାମ କରୁଥିବା ମଣି‌ଷଟିକୁ ରହିବା ପାଇଁ ରାହା ନାହିଁ। ଏପରି ଅବହେଳାର ଶିକାର…
Read More...

ବିଜୁ ଜନତା ଦଳ ହାତକୁ ପୁଣି ଶାସନ କଳ :ନବୀନ

ଭୁବନେଶ୍ବର :ନବୀନଙ୍କ ଦୃଢୋକ୍ତି ୨୦୧୯ ସାଧାରଣ ନିର୍ବାଚନରେ ଖୁବ ଭଲ ପ୍ରଦର୍ଶନ କରିବ ଦଳ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦମ୍ବୋକ୍ତି ଦେଖାଇଛନ୍ତି । ଚଳିତ ବର୍ଷ ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶେଷ ହୋଇଛି । ୩୧୪ ଟି ବ୍ଲକରେ ୬୦ ହଜାର…
Read More...