ଭୂବନେଶ୍ବର :ଆସୁଛନ୍ତି ଯୁବରାଜ। ଚଳଚଞ୍ଚଳ ଓଡିଶା କଂଗ୍ରେସ ଶିବିର। ଦେବେ ଗୁରୁମନ୍ତ୍ର। ନେତା ଠାରୁ ଆରମ୍ଭ କରି କର୍ମି ଯାଏ ସମେସ୍ତେ ଆନନ୍ଦିତ। ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇବା ପାଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସ୍ବାଗତ ପାଈ ପ୍ରସ୍ତୁତ ରାଜ୍ୟ କଂଗ୍ରେସ। ତମାଣ୍ଡୋ ପଡିଆରେ ସମାବେଶ ପାଇ ଆପାତତଃ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ଅପେକ୍ଷା କେବଳ ହାଇକମାଣ୍ଡଙ୍କୁ । ତେବେ ନିର୍ବାଚନ ଋତୁ ପାଖେଇ ଆସୁଥିବାରୁ ରାହୁଲ ଙ୍କ କଣ ରଣନୀତି ରହିବ ସମସ୍ତଙ୍କ ତା ଉପରେ ନଜର। ସେପେଟ ଏହାକୁ କାଉଣ୍ଟର କରିବାକୁ ପୁରୀ ରେ ନବୀନ ଙ୍କ ସମାବେଶ। ନିର୍ବାଚନି ଉଷ୍ଣତା ଭିତରେ ରାହୁଲ ଙ୍କ ଏହି ସମାବେଶ ରାଜ୍ୟ ରାଜନୀତିରେ କି ପ୍ରଭାବ ପକଉଛି ତାହା ଦେଖିବା ବାକି ରହିଲା ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’