Breaking
Browsing Category

ଜୀବନ ଚର୍ଯ୍ୟା

ବାରମ୍ବାର ମୁହଁ ଧୋଉଥିଲେ ସାବଧାନ, ଏହା କ୍ଷତିକାରକ ହୋଇପାରେ!

ମୁହଁ ଧୋଇଲେ ଭଲ ହୋଇଥାଏ । କାରଣ ଆମେ ମୁହଁ ଧୋଇବା ଦ୍ୱାରା ଆମ ତ୍ୱଚା ଗ୍ଲୋ କରିଥାଏ । ଏହା ଦ୍ୱାରା ମୁହଁରେ ଥିବା ସବୁ ମଇଳା ଓ ତେଲିଆପଣ ପାଣି କାଢ଼ି ଦେଇଥାଏ । କିନ୍ତୁ ବାରମ୍ବାର ମୁହଁ ଧୋଇଲେ ଏହା ତ୍ୱଚାକୁ ଡ୍ରାଏ କରିଦେଇଥାଏ । ଆପଣଙ୍କ ତ୍ୱଚା ବୟସ୍କ ଭଳି ଲାଗିଥାଏ । ତ୍ୱଚା ଡ୍ରାଏ…
Read More...

କ୍ୟାନସର୍‌ ସହ ଲଢ଼ିବ ଖଜୁରୀ

ଏସିଆ ମହାଦେଶର ଅଧିକାଂଶ ସ୍ଥାନରେ ଖଜୁରୀ ଗଛ ପ୍ରଚୁର ମାତ୍ରାରେ ଦେଖାଯାଏ। ଏବେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଏହି ଖଜୁରୀରେ ମହଜୁଦ୍‌ ଜରୁରୀ ତତ୍ତ୍ୱ କ୍ୟାନସର୍‌ ନାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗବେଷଣାରୁ ଜଣାପଡ଼ିଛି, ଖଜୁରୀ ଫୁସ୍‌ଫୁସ୍‌,…
Read More...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ପ୍ରତିଦିନ ସକାଳେ ଅଧାଗ୍ଲାସେ ମେଥି ପାଣି ପିଇଲେ ବହୁ ଉପକାର ମିଳିଥାଏ। ଏହା ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିଥାଏ। ଇନସୁଲିନ୍‌ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରିତ କରିଥାଏ। ଫଳରେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ ଥିବା ଆମିନୋ ଏସିଡ୍‌ ଯୋଗୁ ଏହା ସମ୍ଭବ ହୁଏ। ମେଥିରେ…
Read More...

ଚିକେନ୍‌ ଅଙ୍ଗାରା

ସମ୍ବଲପୁର ସହର ବୀର ସୁରେନ୍ଦ୍ର ସାଏ ମାର୍ଗସ୍ଥିତ ହୋଟେଲ ଅପ୍‌ସରା ପରିସରରେ ଅର୍ବାନ ତଡକା ରେଷ୍ଟୁରାଣ୍ଟ ରହିଛି। ଆଜିର ଗ୍ରାହକଙ୍କ ମନ ମୁତାବକ ଡିଶ୍‌ ପ୍ରସ୍ତୁତିରେ ଏହି ରେଷ୍ଟୁରାଣ୍ଟର ସୁନାମ ରହିଛି। ଚିକେନ ଅଙ୍ଗାରା ଅର୍ବାନ ତଡକାର ସ୍ବତନ୍ତ୍ର ଡିଶ୍‌। ଏନେଇ ରେଷ୍ଟୁରାଣ୍ଟର ସେଫ୍‌…
Read More...

ଆଖିରେ ପଟି ବାନ୍ଧି ଲେଖା ପଢ଼ା ସହ ଚଳାଉଛନ୍ତି ସାଇକେଲ୍‌

କେନ୍ଦୁଝର: କୁହାଯାଏ, ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ୱାରା ସବୁ ସମ୍ଭବ ହୋଇପାରିବ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବିସ୍ମୟ ବାଳିକା ପ୍ରଜ୍ଞା ପରମିତା। ପ୍ରଜ୍ଞା ଆଖିରେ ପଟି ବାନ୍ଧି ଲେଖା ପଢ଼ା କରିବା ସହ ସୁନ୍ଦର ଚିତ୍ର ମଧ୍ୟ ଆଙ୍କି…
Read More...

କ’ଣ ଦାନ କଲେ, କେଉଁ ସମସ୍ୟା ହୁଏ ଦୂର

ଦାନ କରିବା ଧର୍ମ ବୋଲି କୁହାଯାଏ । ଏହା ଦ୍ବାରା ଜୀବନର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବିଶ୍ବାସ ରହିଛି । ଦାନ କରିବା ଦ୍ବାରା ଆୟୁଶ ବୃଦ୍ଧି ହେବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ । ଜୀବନର ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଦାନର ବିଶେଷ ମହତ୍ତ୍ବ ରହିଛି । ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ…
Read More...

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏପରି କରନ୍ତୁ ବେସନର ବ୍ୟବହାର

ବିଭିନ୍ନ ଦାଗ, ବ୍ରଣ, ଆଖିତଳ କଳା ପଡ଼ିବା ଏହା ମୁହଁର ପ୍ରଧାନ ସମସ୍ୟା ଅଟେ। ଏହି ସବୁ କାରଣରୁ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। କିଛି ସହଜ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁ ସୁନ୍ଦର ମଧ୍ୟ କରି ପାରିବା। ମୁହଁ ପାଇଁ ବେସନ ଖୁବ ଉପକାରୀ। ବେସନରେ ଭିଟାମିନ…
Read More...

ବର୍ଷାଦିନିଆ ଆବଶ୍ୟକୀୟ ଟିପ୍ସ

ବର୍ଷା ଦିନରେ ସଭିଁଙ୍କ ପାଇଁ ପୋଷାକ ଓ ଚପଲ ଏକ ଚିନ୍ତାର କାରଣ। ବିଭିନ୍ନ ସ୍ଥାନରେ ଜମୁଥିବା ପାଣି ଓ କାଦୁଅ ଆପଣଙ୍କ ଫ୍ୟାଶନକୁ ଫିକା କରି ଦେଇଥାଏ। ଏଭଳି ସମୟରେ ଆସନ୍ତୁ କିଛି ଏପରି ଟିପ୍ସ ବିଷୟରେ ଜାଣିବା ଯାହାକୁ ଆପଣେଇ ବର୍ଷା ଦିନରେ ମଧ୍ୟ ଆପଣ ଷ୍ଟାଇଲିସ ଦେଖାଯିବେ। ସଠିକ ଚପଲର ଚୟନ…
Read More...

ଜାଣିଛନ୍ତି କି କେମିତି ପ୍ରସ୍ତୁତ ହୁଏ ମରାଠୀ ମସାଲା ଚିକେନ୍‌?

ଚିକେନ୍‌, ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି ମେଥି, ଅଦା, ରସୁଣ, ପିଆଜ, ଲୁଣ, ତେଲ, ନଡ଼ିଆ କୋରା, ଭୃଷଙ୍ଗ ପତ୍ର ଏବଂ ପାଣି। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି…
Read More...

ଘରେ ପ୍ରସ୍ତୁତ କରନ୍ତୁ ମାଟି ହାଣ୍ଡି ମସଲା ମଟନ୍‌

ଖାସି ମାଂସ, ମାଟି ହାଣ୍ଡି, ଜିରା, ରସୁଣ, ଧନିଆ ବଟା, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ପିଆଜ, ଲୁଣ ଓ ପାଣି। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ମାଟି ହାଣ୍ଡିର ଭିତର ପଟେ ଟିକେ ତେଲ ଲଗାଇ ଦିଅନ୍ତୁ। ଏହା ପରେ ଏହାକୁ ଗ୍ୟାସ୍‌ ଚୁଲାରେ ବସାନ୍ତୁ। ହାଣ୍ଡିରେ ପ୍ରଥମେ ତେଲ ଲଗାଇ…
Read More...