Breaking
Browsing Category

ଜୀବନ ଚର୍ଯ୍ୟା

ଘରେ ପ୍ରସ୍ତୁତ କରନ୍ତୁ ମାଟି ହାଣ୍ଡି ମସଲା ମଟନ୍‌

ଖାସି ମାଂସ, ମାଟି ହାଣ୍ଡି, ଜିରା, ରସୁଣ, ଧନିଆ ବଟା, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ପିଆଜ, ଲୁଣ ଓ ପାଣି। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ମାଟି ହାଣ୍ଡିର ଭିତର ପଟେ ଟିକେ ତେଲ ଲଗାଇ ଦିଅନ୍ତୁ। ଏହା ପରେ ଏହାକୁ ଗ୍ୟାସ୍‌ ଚୁଲାରେ ବସାନ୍ତୁ। ହାଣ୍ଡିରେ ପ୍ରଥମେ ତେଲ ଲଗାଇ…
Read More...

ଏକଦା ନିଜ ଗୋଡ଼କୁ କାଟିବାକୁ ବାଧ୍ୟ ହୋଇଥିଲେ ଏହି ଯୁବତୀ, ଏବେ ଲୋକପ୍ରିୟ ନୃତ୍ୟଶିଳ୍ପୀ..

ଭିକ୍ଟୋରିଆ ମୋଡେଷ୍ଟା। ପେସାରେ ଜଣେ ଗାୟିକା ଏବଂ ନୃତ୍ୟଶିଳ୍ପୀ। ନିକଟରେ ପ୍ୟାରିସ୍‌ରେ ହୋଇଥିବା କ୍ରେଜି ହୋର୍ସ ଉତ୍ସବରେ ତାଙ୍କର ଅଦ୍ଭୁତ ପ୍ରଦର୍ଶନକୁ ନେଇ ସେ ଏବେ ଚର୍ଚ୍ଚାରେ। ନିଜର ଗାଇବା ଶୈଳୀକୁ ନେଇ ସେ ଯେତିକି ଲୋକପ୍ରିୟ ତା’ ଠାରୁ ଅଧିକ ନିଜର ଜୀବନ କାହାଣୀକୁ ନେଇ। ୩୧ ବର୍ଷୀୟା…
Read More...

ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖେ ଛତୁ

ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏଥିରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ୍‌,…
Read More...

ନବଜାତ ଶିଶୁଙ୍କୁ ଶୁଆଉଛନ୍ତି କି ମା’ବାପାଙ୍କ ମଝିରେ,ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

ନବଜାତ ଶିଶୁଙ୍କୁ କେହି କେବେ ଏକୁଟିଆ ଛାଡି ନଥା’ନ୍ତି। ମା’ ମାନଙ୍କ ନଜର ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ। ତେବେ ରାତିରେ ମଧ୍ୟ ମା’ କିମ୍ବା ବାପା ଶିଶୁ ପାଖରେ ଶୋଇଥାନ୍ତି। ତେବେ ଭାରତୀୟ ପରିବାରରେ ଏହା ଏକ ସାଧାରଣ କଥା, ଯାହା ନିୟମିତ ହୋଇଥାଏ। ତେବେ ଆପଣ କ’ଣ ଜାଣନ୍ତି କି ନବଜାତ…
Read More...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଭଲ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଧାର୍ମିକ ଯାତ୍ରା ସ୍ମରଣୀୟ ରହିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ଭୈରବୀ। ବୃଷ: ଜରୁରି କାମ ପାଇଁ ଊର୍ଜାକୁ ଏକତ୍ର…
Read More...

ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇପାରନ୍ତି ଅସୁସ୍ଥ!

ନୂଆଦିଲ୍ଲୀ: ବିଳମ୍ବ ହେଉ ପଛେ, ମୌସୁମୀ ଆସି ହିଁ ଗଲା। ଚାରିଆଡ଼େ ଖାଲି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ। ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ। ହେଲେ ବର୍ଷା ଦିନ ସବୁ ଦିଗରୁ ମଙ୍ଗଳମୟ…
Read More...

ବର୍ଗର,ପିଜା ଫ୍ରାଇମସ୍ ପାଟିକୁ ସୁଆଦିଆ ଲାଗେ, କିନ୍ତୁ ଏସବୁ ଖାଦ୍ୟ ଖାଇଲେ, ଜାଣନ୍ତି ଏହି ସମସ୍ୟା ଉପୁଜେ!

ପେଟର ଚର୍ବି କମ୍‌ ହେଉନଥିବା ହେତୁ ଅନେକ ସମୟରେ ଲୋକେ ଚିନ୍ତିତ ଥାଆନ୍ତି। ସେମାନେ ଯେତେ ପରିଶ୍ରମ କରିଲେ ବା ଯେତେ ଝାଳ ବୁହାଇଲେ ବି ପେଟର ମୋଟାପଣ କମି ନଥାଏ। ଯଦି ସେଥିରୁ ରକ୍ଷା ପାଇବାକୁ ଚାହାଁନ୍ତି, ତେବେ ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖବା ଉଚିତ। ପ୍ରଥମତଃ ହ୍ଵାଇଟ୍‌ ବ୍ରେଡ୍‌, ଭାତ…
Read More...

ଅମୃତଭଣ୍ଡା ଆମର ଏସବୁ ଉପକାର କରିଥାଏ

ଆମେ ଅମୃତଭଣ୍ଡାକୁ ଉଭୟ ପରିବା ଏବଂ ଫଳ ଆକାରରେ ବ୍ୟବହାର କରିଥାଉ। ସାଧାରଣତଃ ଅମୃତଭଣ୍ଡାରେ ଭିଟାମିନ୍‌,ମିନେରାଲ୍‌ସ ଏବଂ ଅନ୍ୟାନ୍ୟ ଗୁଣ ରହିଥିବା କାରଣରୁ ଏହା ଶରୀରକୁ ଦୁର୍ବଳ ହେବାରୁ ରକ୍ଷା କରିଥାଏ। ଏହା ସହିତ ଶରୀରରକୁ ସୁସ୍ଥ ମଧ୍ୟ ରଖିଥାଏ। ଆସନ୍ତୁ ,ଜାଣିବା ଆଉ କି ଉପକାର କରିଥାଏ…
Read More...

ଫ୍ୟାଶନ୍‌: ହେୟାର ଷ୍ଟ୍ରେଟ୍‌ନିଂ

କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ମହିଳା ହେୟାର ଷ୍ଟ୍ରେଟ୍‌ନିଂ କରୁଛନ୍ତି। ତେବେ ଏହା କରିବା ପୂର୍ବରୁ ଜାଣିରଖନ୍ତୁ କିଛି ଟିପ୍ସ… ସବୁବେଳେ ଭଲ କ୍ୱାଲିଟିର ଷ୍ଟ୍ରେଟ୍‌ନର ବ୍ୟବହାର କରନ୍ତୁ। କିଣିବା ପୂର୍ବରୁ ଏହାର ବ୍ୟବହାର ସମ୍ପର୍କରେ ଭଲଭାବେ ଜାଣନ୍ତୁ। ଷ୍ଟ୍ରେଟ୍‌ନିଂ…
Read More...

ବଳକା ତେଲର ବ୍ୟବହାର କରୁଛନ୍ତି କି? ହୋଇପାରେ ଏହିସବୁ ରୋଗ

ଭାରତୀୟ ଖାଦ୍ୟରେ ତେଲର ଭୂମିକା ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର ସ୍ବାଦ ଏବଂ ବାସ୍ନା ବଢ଼ାଇଥାଏ। ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି। କିନ୍ତୁ…
Read More...