Breaking
Browsing Category

ଦେଶ ବିଦେଶ

ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ବିଶ୍ଵ ଓଡ଼ିଶା ସମାଜ(ବିଓସ)ର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣ ତୀବ୍ର ହୋଇଥିବା ଯୋଗୁଁ କୌଣସି ଉତ୍ସବ ପାଳନ ନ କରାଯିବା ପାଇଁ ସମାଜ ତରଫରୁ ନିଷ୍ପତ୍ତି କରାଯାଇଥିଲା। ପ୍ରଥମ ସ୍ଵନକ୍ଷତ୍ର ଦିବସକୁ ଅତ୍ୟନ୍ତ ନିରାଡମ୍ବର ଓ ସାଙ୍କେତିକ ଢଙ୍ଗରେ ମନାଯାଇଥିଲା।…
Read More...

ବିଶ୍ୱ ଓଡ଼ିଶା ସମାଜର ଭାରତୀୟ ମଣ୍ଡଳ ଗଠନ

ବିଶ୍ୱ ଓଡ଼ିଶା ସମାଜ (ବିଓସ)ର ଭାରତୀୟ ମଣ୍ଡଳ ଗଠନ କରାଯାଇଛି । ବିଶିଷ୍ଟ ସମାଜସେବୀ, ସ୍ୱର୍ଯ୍ୟକ୍ଷେତ୍ର ଦାତବ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ମୁମ୍ବାଇ ଓଡ଼ିଆ ମହାସଂଘର ଅଧ୍ୟକ୍ଷ ଡଃ ବିପିନ୍‍ ମିଶ୍ର ବିଓସର ଭାରତ ମଣ୍ଡଳର ସଭାପତି ଦାୟିତ୍ୱ ବହନ କରିଛନ୍ତି । ବିଶାଖାପାଟଣା ସ୍ଥିତ ଉତ୍କଳ…
Read More...

ବିଶ୍ୱ ଓଡ଼ିଶା ସମାଜ ଦ୍ୱାରା ଆନ୍ତର୍ଜାତିକ ଆଭାସି ଆଲୋକ ଉତ୍ସବ ଆୟୋଜିତ

ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ମହିମା, ମହାନତା ଓ ମହନୀୟତାକୁ ବିଶ୍ୱ ଦରବାରରେ ପରିଚିତ, ପ୍ରତିପାଦିତ ଓ ପ୍ରତିଷ୍ଠିତ କରାଇବାରେ ବିଶ୍ୱ ଓଡ଼ିଶା ସମାଜ (ବିଓସ) ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୃଢ଼ ଆଶା ପୋଷଣ କରିଛନ୍ତି । ଭୁବନେଶ୍ୱରର…
Read More...

ଶିଳ୍ପ କ୍ଷେତ୍ରର ବ୍ୟବହାର ନିମନ୍ତେ ଆଡଭାନସଡ୍ ପ୍ରୋସେସିଂ ଟେକ୍‌ନିକ ଉପରେ ଆଇଏମ୍‌ଏମ୍‌ଟିସିଏସ୍‌ଆଇଆର ଦ୍ୱାରା…

ଅକ୍ଟୋବର ୨୦ ରୁ ୨୨ ତାରିଖ ମଧ୍ୟରେ ଭୁବନେଶ୍ୱର ଆଇଏମ୍‌ଏମ୍‌ଟି-ସିଏସ୍‌ଆଇଆର ଦ୍ୱାରା ଶିଳ୍ପ କ୍ଷେତ୍ରର ବ୍ୟବହାର ନିମନ୍ତେ ଆଡଭାନସ୍‌ଡ ପ୍ଲାଜମା ପ୍ରୋସେସିଂ ଟେକ୍‌ନିକ୍ ଉପରେ ଏକ ତିନି ଦିବସୀୟ ଅନଲାଇନ୍ କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାକୁ…
Read More...

ଓଡ଼ିଶାର ଅଗ୍ରଣୀ ମସଲା ବ୍ରାଣ୍ଡର ବିଜ୍ଞାପନ ନିର୍ଦ୍ଦେଶନା ସହିତ ଓଡ଼ିଶା ବଜାରରେ ପାଦ ଥାପିଛନ୍ତି ଲୋକପ୍ରିୟ ଫିଲ୍ମ୍…

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭାରତର ଅନ୍ୟତମ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ନୀଲ୍ ଦାସଗୁପ୍ତା ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ପାଇଁ ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ମାର୍କେଟରେ ପ୍ରବେଶ କରିଛନ୍ତି । ଏଫଟିଆଇଆଇ, ପୁଣେ ରୁ ‘ଫିଲ୍ମ୍ ଆପ୍ରିସିଏସନ୍‌’ ଡ଼ିଗ୍ରୀ ହାସଲ…
Read More...