Breaking

ବିଜେଡିର ନିର୍ବାଚନୀ ଥୋପ : ବଣ୍ଟାହେଲା ମୋବାଇଲ

0

ଭୁବନେଶ୍ବର : ବିଜେଡି ତରଫରୁ ବିଜୁ ଯୁବ ବାହିନୀ ର ସଦସ୍ୟ ମାନଙ୍କୁ ମୋବାଇଲ ଦିଆଯାଇଛିି । ଆଜି ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉତ୍ତର ନିର୍ବାଚନ ମଣ୍ଡଳର ୧୪ ନ° ଓ୍ବାର୍ଡ ଠାରେ ପ୍ରାୟ ୫୦୦ ମୋବାଇଲ ବଣ୍ଟନ କରାଯାଇଛି । ଆସନ୍ତା କାଲି ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଉତ୍ତର ସ°ଯୋଜିକା କହିଛନ୍ତି । ୧୫୦୦ ଟଙ୍କାର ଜିଓ ମୋବାଇଲ ସହିତ ଛଅ ମାସର ବୈଧତା ଥିଲେ ମଧ୍ୟ ପିଲାମାନେ ଖୁସି ନଥିଲା ଭଳି ଜଣାପଡୁଥିଲା । ଅନ୍ୟ ପଟେ ବିରୋଧୀ ଏହାକୁ ନିର୍ବାଚନୀ ବୋଲି କହିଛନ୍ତି ।

loading...

Leave A Reply

Your email address will not be published.