Breaking

କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚକୁ ନେଇ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କନ୍ଧମାଳ ଜିଲ୍ଲାର ଗଣପର୍ବ ଦଣ୍ଡନାଚ ପାଳନ ନେଇ ଜିଲ୍ଲା ପ୍ରଶାସନ ଏସ୍‌ଓପି ଜାରି କରିଛି। କୋଭିଡ୍ ଗାଇଡଲାଇନ ପାଳନ ସହ କଡ଼ା କଟକଣା ମଧ୍ୟରେ ଦଣ୍ଡନାଚ ପାଳନ କରାଯିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରିଛି। ଦଣ୍ଡନାଚ ସମୟରେ ଅପେରା, ଯାତ୍ରା,…
Read More...

ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର:ତଦନ୍ତ ଅବ୍ୟାହତ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ସ୍ଥିତ ପାଙ୍ଗାପଦର ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଏକ ପ୍ରେମୀ ଯୁଗଳ ଙ୍କ ମୃତ ଦେହ ଉଦ୍ଧାର କରିଛି ଫିରିଙ୍ଗିଆ ପୋଲିସ । ଘଟଣାରୁ ପ୍ରକାଶ ଯେ, ଗ୍ରାମର କେତେକ ଲୋକ ଜଙ୍ଗଲ ଯିବା ସମୟରେ ଏକ ଗଛ ରେ ଯୁବକ…
Read More...

ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳସେବା ର ଶୁଭାରମ୍ଭ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ମହାତ୍ମାଗାନ୍ଧୀ ମାର୍ଗ ରାଜାଛକଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୂଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶ ର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ଶତପଥି ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି | ପ୍ରଥମେ ବରିଷ୍ଠ ନାଗରିକ…
Read More...

ଲାଞ୍ଚ ନେଇ ଫସିଲେ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ ଅଶୋକ କୁମାର ପଟ୍ଟନାୟକଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କର ପୁରୁଣା ଜମି ନଥିପତ୍ର ଯୋଗାଇଦେବା ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର…
Read More...

ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ବୈଠକ

ଭୁବନେଶ୍ୱର: ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡି ନେତା ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇଛି । ପାନ୍ଥନିବାସର ବିଭିନ୍ନ ୟୁନିଟ୍‍ର ଘରୋଇକରଣ ପାଇଁ ଥିବା ପ୍ରସ୍ତାବକୁ…
Read More...

ବୁଣାକାରଙ୍କ ଶାଢ଼ୀ ପିନ୍ଧି ର‌୍ୟାମ୍ପରେ ଚାଲିଲେ

ଭୁବନେଶ୍ୱର: ପରିଚୟ ଫାଉଣ୍ଡେସନ୍‍ ପକ୍ଷରୁ ଓଡ଼ିଶାର ବୁଣାକାରମାନଙ୍କ ହସ୍ତତନ୍ତ ସାମଗ୍ରୀକୁ ନେଇ ପରିଣୀତି ପ୍ରୋଜେକ୍ଟ ଆରମ୍ଭ କର‌ାଯାଇଛି । ମାଣିଆବନ୍ଧ, ସମ୍ବଲପୁର, ସୋନପୁର, କୋଟପାଡ ଓ ବ୍ରହ୍ମପୁରର ଗରିବ ଶ୍ରେଣୀର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀକୁ ଅନ୍ତର୍ଜତୀୟ ବଜାରରେ…
Read More...

ଜେଇଇ ମେନ୍ ୨୦୨୧ ପରୀକ୍ଷାରେ ମଦର୍ସ ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ୨୦୨୧ରେ ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଲଗ୍ନେଶ ମହାପା୍‌ତ୍ର ୯୯.୭୬୨ ପର୍ସେଟାଂଇଲ୍ ରଖି ସ୍କୁଲ୍‌ର ସର୍ବାଧିକ ସ୍କୋର ହାସଲ କରିଥିବା ବେଳେ ୯୯.୨୭୭ ପର୍ସେଟାଂଇଲ୍ ସହ ସୌଦିତି ରାଉତ ଦ୍ୱିତୀୟ ଟପର୍…
Read More...