Breaking

ସମୀକ୍ଷା ହିଁ ସମାଲୋଚକଙ୍କୁ କଡା ଜବାବ୍

ଅସୁସ୍ଥତା ସମ୍ପର୍କରେ ଗୁଜବ ସୃଷ୍ଟି କରୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଜବାବ୍। ନବୀନ କହିଛନ୍ତି ଯେ ଯେବେ ବି ନିର୍ବାଚନ ଆସେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି ହୁଏ। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଲିଙ୍ଗରାଜ ମନ୍ଦିର ଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି…
Read More...

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଶ୍ରବଣ –ବାକ୍ ଶକ୍ତି ବାଧିତ ବ୍ୟକ୍ତିଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ସେବାର…

ରାଜ୍ୟର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆର୍ଥିକ ଅନଗ୍ରସର ଶ୍ରବଣ-ବାକ୍ ଶକ୍ତିବାଧିତ ବ୍ୟକ୍ତିମାନଙ୍କ ପାଇଁ ନିଶୁଳ୍କ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି । ଉକ୍ତ ସେବା ଦ୍ୱାରା ଦାରିଦ୍ର ସୀମାରେଖା ତଳେ ରହୁଥିବା ଶ୍ରବଣ-ବାକ୍…
Read More...

ଭାରତୀୟ ଯୋଗ ଚିକିତ୍ସକ ସଂଘ ଓଡିଶା ଶାଖାର ବୈଠକ

ଭାରତୀୟ ଯୋଗ ଚିକିତ୍ସକ ସଂଘ, ଓଡିଶା ଶାଖା କୋର କମିଟି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ , ଜୟଦୁର୍ଗା କଲୋନୀ, ବମୀଖାଲ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସଂଘ ର ଅଧକ୍ଷ ଶ୍ରୀ ଗଦାଧର ମହାପାତ୍ର, ସଭାପତି ଶ୍ରୀ ବନମାଳୀ ରଥ, ରାଜ୍ୟ ସମ୍ପାଦକ ଶ୍ରୀ ଆଦିତ୍ୟ କୁମାର ଜେନା,…
Read More...

ଆଜି ଭାଲେଣ୍ଟାଇନ୍ ଡେ ! ପ୍ରେମ ପାଇଁ ଦିନଟିଏ

ସାରା ବିଶ୍ୱ ପାଳନ କରୁଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ପ୍ରେମ ଆକାଶରେ ଉଡ଼ି ବୁଲୁଛନ୍ତି ପୁଞ୍ଜାପୁଞ୍ଜା ଲଭ୍‌ ବାର୍ଡ୍‌ସ। କିଏ ଉପହାର ଦେଇ ନିଜ ପ୍ରେମକୁ ବ୍ୟକ୍ତ କରୁଛିି ତ ଆଉ କିଏ ପ୍ରେମର ପୂରା ସପ୍ତାହକୁ ମନଭରି ଉପଭୋଗ କରୁଛି। ଜୀବନରେ ପ୍ରେମ କାହା ପାଇଁ କେମିତି ଆସେ ତାହା…
Read More...

କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ମୋ ସ୍କୁଲ୍‌: ସୁସ୍ମିତା ବାଗ୍‌ଚୀ

* ସ୍କୁଲ୍‌ର ଦୀର୍ଘକାଳୀନ ବିକାଶ ପ୍ରକ୍ରିୟାରେ ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ୱ *ପିଲାଙ୍କ ପଢିବା ଅଭ୍ୟାସ ବଢାଇବାକୁ ପୁରାତନ ଛାତ୍ରଛାତ୍ରୀଙ୍କ ସହ କାମ କରିବ ମୋ ସ୍କୁଲ୍‌ *ଭଲ ପ୍ରଦର୍ଶନ କରୁଥିବା ଶିକ୍ଷକଙ୍କୁ ମିଳିବ ପୁରସ୍କାର * ପୁରାତନ ଛାତ୍ରଛାତ୍ରୀଙ୍କର ଡାଟାବେସ୍‌…
Read More...

ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି – ମୁଖ୍ୟମନ୍ତ୍ରୀ

ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ,…
Read More...