Breaking

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଥାଲେସେମିଆ ରୋଗୀଙ୍କ ଠାରେ ଦେଖାଯାଉଥିବା ରକ୍ତାଭାବକୁ ଦୂରୀକରଣ କରିବା ଲକ୍ଷ୍ୟ ନେଇ କମିଶନରେଟ୍ ପୁଲିସ୍ ଓ ଲାୟନ୍ କ୍ଲବ୍ ଭୁବନେଶ୍ୱର ନୟାପଲ୍ଲୀର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର…
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨”

ଭୁବନେଶ୍ୱର ମାର୍ଚ୍ଚ ୫: ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨” ଉତ୍ସବ ସ୍ଥାନୀୟ ଏକ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବକୁ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଷୀ ଲାଲ…
Read More...

ଥ୍ୟାଙ୍କ୍ ୟୁ “ଓଡିଶା”

*ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ଶ୍ରେଷ୍ଠ *ଛଳନା ଓ ମିଛ କାହାଣୀର ନକରାତ୍ମକ ରାଜନୀତିକୁ ଓଡିଶାବାସୀ ଗ୍ରହଣ କରନ୍ତି ନାହିଁ *ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ *ସବୁଠାରୁ ଦୁର୍ଗମ ଅଞ୍ଚଳରେ ଥିବା ସବୁଠାରୁ ଗରୀବ ଲୋକ ବିଶ୍ବାସ ହାସଲ ହିଁ ଆମର
Read More...

ଭୁବନେଶ୍ୱର ରେ ମହାଶିବରାତ୍ରି ମହାସମାରୋହରେ ପାଳିତ

ଭୁବନେଶ୍ୱର ଆଜି ସ୍ମାର୍ଟସିଟି ଭୁବନେଶ୍ୱର ରେ ବଡ ଉସ୍ଛାହ ଉଦ୍ଦୀପନାରେ ପୂଣ୍ଣ ଶାନ୍ତି ଶୃଙ୍ଖଳାର ସହ ମହାଶିବରାତ୍ରି ପାଳିତ ହୋଇ ଯାଇଛି।ଏହି ପବିତ୍ର ଅବସରରେ ସକାଳୁ ମହିଳା ଶ୍ରଦ୍ଧାଳୁ ମାନେ ସ୍ନାନ ଆଦି ସାରି ପବିତ୍ର ଓ ଭକ୍ତିପୂତ ମନରେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଭୁବନେଶ୍ବରରେ
Read More...

ମହାଶିବରାତ୍ରୀରେ ଭଜନ ଗାଇବେ, କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ ଭଜନ ପରିବେଷଣ କରିବେ । ଏଥି ସହ ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ୱରେ ୩୦ଜଣ ଓଡ଼ିଶାର ସୁନାମଧନ୍ୟ କଳାକାର ଯୋଗଦେବେ ବୋଲି ଏକାମ୍ର ସାସ୍କୃତିକ ପ୍ରକାଶନୀ…
Read More...

କଳିଙ୍ଗ ଷ୍ଟାଡିଅମ୍‌ କମ୍ପଲେକ୍‌ସରେ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି…

ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ।ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା, ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଭାରତର ପୁରୁଷ ଓ ମହିଳା ହକୀ ଟିମ୍‌ର ଖେଳାଳୀ ମାନଙ୍କୁ ଭେଟିଲେ ଓ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ସୁନିଶ୍ଚିତ କରାଯିବ: ପୁଲିସ ଡିଜି

ରାଜ୍ୟରେ କ୍ରମାଗତ ଭାବେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧିପାଇଛି । ଏଥିରେ ଉଦ୍‌ବେଗ ପ୍ରକାଶକରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ…
Read More...

ଇଉରୋପର ଆୟରଲ୍ୟାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର କରିବା ନିମନ୍ତେ ନିଷ୍ପତ୍ତି

ଇଉରୋପ ମହାଦେଶର ଆୟରଲ୍ୟାଣ୍ଡ ଦେଶର ଡ଼ନ୍‌ଡ଼ଲକ୍ ଠାରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଶ୍ରୀଜଗନ୍ନାଥ ଚେତନା ଆୟରଲ୍ୟାଣ୍ଡର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡ଼ା. ଦିଲୀପ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ୱର ସ୍ଥିତ ରେଡ଼୍ ସ୍ୱସ୍ତିକ୍ କାର୍ଯ୍ୟାଳୟ ଓଡ଼ିଶା…
Read More...

ଭୁବନେଶ୍ୱରରେ ଖୋଲିଲା ‘ଲାଟ୍ ଲିଭ୍‌’ର ପ୍ରଥମ ଷ୍ଟୋର

ଭୁବନେଶ୍ୱରରେ ‘ଲାଟ୍ ଲିଭ୍‌’ର ପ୍ରଥମ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଉଦ୍‌ଘାଟିତ ହୋଇଯାଇଛି । କଳ୍ପନା ଉତ୍କଳ କନିକା ଗ୍ୟାଲେରିଆ ମଲ୍ ପରିସରରେ ଶୁଭାରମ୍ଭ ହୋଇଥିବା ଏହି ଷ୍ଟୋରରେ ୪ ହଜାରରୁ ଉର୍ଦ୍ଧ୍ୱ ଫ୍ୟାଶନ୍ ଲାଇଫ୍ ଷ୍ଟାଇଲ୍‌ର ସାମଗ୍ରୀ ଉପଲବ୍ଧ ରହିଛି । ଯେଉଁଥିରେ ଫ୍ୟାଶନ୍‌, ବିୟୁଟି,…
Read More...