Breaking

ଶୁଭେଚ୍ଛା ଜଣାଇଲେ :ଜନ୍ମଦିନ ପାଳିଲେ

0

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଜନ୍ମଦିନ ଉପଲକ୍ଷେ ତାଙ୍କ ବାସଭବନରେ ପହଞ୍ଚି ଅଭିନନ୍ଦନ ଜଣାଇଲେ ବୀର ସୁରେନ୍ଦ୍ର ସାଏ ନଗର ଅଞ୍ଚଳର ବରିଷ୍ଠ ମୁଖିଆ ବ୍ୟକ୍ତି ବିଶେଷ ମାନେ | ଏହି ଅବସରରେ ମାନ୍ୟବର ବିଧାୟକଙ୍କ ସହ ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ | ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମଧ୍ୟ ଭବ୍ୟ ସ୍ୱାଗତ ଜଣାଇଥିଲେ | ଏହି ଅଭିନନ୍ଦନ ଜଣାଇବା ପାଇଁ ଇଂ ଶିବ ପ୍ରସାଦ ମିଶ୍ର, ହୃଦୟରାମ ବ୍ରହ୍ମ|, ସନ୍ତୋଷ କୁମାର ଦେ ଏବଂ ବିଜୟ କୁମାର ଦେ ପ୍ରମୁଖ ଉପସ୍ଥିତ ରହିଥିଲେ |

loading...

Leave A Reply

Your email address will not be published.