Browsing Category

ଅପରାଧ

ରାଜଧାନୀରେ ନକଲି ମଦ କାରଖାନା ଠାବ ! ଅଭିଯୁକ୍ତ ମାଲିକ ଗିରଫ

ଭୁବନେଶ୍ୱର:ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ନକଲି ମଦ କାରଖାନା ଠାବ ହୋଇଛି। କ୍ୟୁଏଟି ଓ ଖାରବେଳ ନଗର ପୋଲିସର ମିଳିତ ଚଢାଉରେ ଏହି ମଦ କାରଖାନାକୁ ଠାବ କରାଯାଇପାରିଛି । ସେଠାରୁ ୫୦୦ ଲିଟରରରୁ ଅଧିକ ନକଲି ମଦ, ମଦ ତିଆରିରେ ବ୍ୟବହୃତ ଦ୍ରବ୍ୟ, ଠିପି ଓ ପ୍ୟାକିଂ ମେସିନ ଜବତ କରାଯାଇଛି। ଏକ…
Read More...

ଗାଙ୍ଗୁଲିଙ୍କ ଫେକ୍‌ ଇନଷ୍ଟାଗ୍ରାମ : ଫଲୋ ନକରିବାକୁ ପରାମର୍ଶ ଦେଲେ ଦାଦା

କୋଲକାତା : ଏଜବାଷ୍ଟନ୍‌ ଟେଷ୍ଟରେ ଇଂଲଣ୍ଡ ଠାରୁ ଭାରତ ୩୧ ରନ୍‌ରେ ହାରିବା ପରେ ଅନେକ ସମାଲୋଚନାର ସାମନା କରିଛି ଟିମ୍‌ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହଲି । ଏମିତିକି ଖବର ଆସିଲା ଦଳରେ ବାରମ୍ବାର ଖେଳାଳି ଓ ବ୍ୟାଟିଂ ଅର୍ଡର ପରିବର୍ତ୍ତନ ନକରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଧିନାୟକ…
Read More...

ପୁଲିସ୍ ନାକ ତଳେ ଏମିତି ଚାଲିଥିଲା ସେକ୍ସ ରାକେଟ୍…ବାହାରୁ ଆସୁଥିଲେ ସୁନ୍ଦରୀ ତରୁଣୀ

ଗୁଣପୁର: ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ର ନିଦ ହଜାଇ ଦେଇଥିବା ସୁନୀଲ ଭଳି ଗୁଣପୁରରେ ଧରାପଡ଼ିଛି ଆଉ ଏକ ଦେହ ଦଲାଲ ସୁନୀଲ ରେଡ୍ଡୀ। ରାୟଗଡ଼ା ଜିଲ୍ଲା ଗୁଣପୁର ଶେଖର ନଗରର ଏକ ଭଡ଼ା ଘରୁ ପୁଲିସ୍‌ ଏକ ସେକ୍ସ ରାକେଟ୍‌ ଠାବ କରିଛି। ଗତକାଲି ସନ୍ଧ୍ୟାରେ ଏହି ଭଡ଼ା ଘର ଉପରେ ପୁଲିସ୍‌ ଚଢ଼ଉ…
Read More...

ପୁଲିସ ଏନ୍‌କାଉଣ୍ଟରରେ ୪ ଦୁର୍ବୃତ୍ତ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତ୍ରପୁରରେ ଶନିବାର ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଏନ୍‌କାଉଣ୍ଟରରେ ୪ଜଣ ଦୁର୍ବୃତ୍ତଙ୍କ ମୃତ୍ୟୁ ହୋଇଛି। ଏହି ଏନ୍‌କାଉଣ୍ଟରରେ କିଛି ପୁଲିସ ବି ଆହତ ହୋଇଛନ୍ତି। ମୃତ ଦୁର୍ବୃତ୍ତମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧି ରାଜେଶ ଭାରତୀ ବି ସାମିଲ ଅଛି। ଭାରତୀ ସମେତ…
Read More...