Breaking

ଝଲସିଲା ଉହାନ୍

ହଟିଲା ଲକ୍ଡାଉନ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ଦିର୍ଘ ୧୧ ସପ୍ତାହ ପରେ ଉହାନ୍ ରୁ ହଟିଲା ଲକ୍ଡାଉନ୍।ସ୍ବାଭାବିକ୍ ହେଉଛି ଜନ ଜୀବନ। ବିଶ୍ୱ ବର୍ତମାନ ସ୍ଥିତିରେ କରୋନା ଆତଙ୍କରେ ଆତଙ୍କିତ ଥିବାବେଳେ କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନର ଉହାନରେ ସ୍ଥିତି ସ୍ୱାଭାବିକ ହେଉଛି । ଯାତାୟତ ଉପରୁ କଟକଣା ହଟିଛି । ଜାତୀୟ ରାଜପଥ ଖୋଲିଥିବାବେଳେ, ରେଳ ଓ ବିମାନ ସେବା ବି ଆରମ୍ଭ ହୋଇଛି । କରୋନା ଯୋଦ୍ଦାଙ୍କୁ ସଲାମି ଉଦ୍ଦେଶ୍ୟରେ ପୁରା ସହର ଆଲୋକମାଳାରେ ସଜେଇ ହୋଇଛି । ଉହାନରୁ ଲକଡାଉନ ହଟିଥିଲେ ମଧ୍ୟ ସରକାରଙ୍କ କଡା ନିର୍ଦେଶ ରହିଛି କି ଘରୁ ବାହାରୁ ଥିବା ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ଆପ ଜରିଆରେ ଏକ ସ୍କାନ କୋଡ ଦିଆଯାଇଛି ଯାହାକୁ ଚେକିଂ ହେଉଥିବା ପ୍ରତିଟିସ୍ଥାନରେ ଦେଖାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଡିବ ।

loading...

Leave A Reply

Your email address will not be published.