Breaking

ସିନେ ତାରକା ସୁଶାନ୍ତ ସିଂ ରାଜପୁତ୍ ଙ୍କ ଆତ୍ମହତ୍ୟା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସିନେ ତାରକା ତଥା ବଲିଉଡ୍ ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଶାନ୍ତଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିବା ବେଳେ ଜଣେ ଦକ୍ଷ ଅଭିନେତାଙ୍କ ମୃତ୍ୟୁ ଖବରରେ ସାରା ସିନେ ଜଗତ ସ୍ତବ୍ଧ।ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ସୁଖ୍ୟାତି ଆର୍ଜନ କରିଥିଲେ ଏ ତାରକା।

loading...

Leave A Reply

Your email address will not be published.