Breaking

ଛୋଟ ପିଲାମାନଙ୍କ ମୁହଁ ରେ ହସ ଫୁଟାଇଲା ଜୟ ମା’ ୟୁଥ୍ କ୍ଲବ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବେନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ଜୟ ମା’ୟୁଥ୍ କ୍ଲବ୍ ଦ୍ୱାରା ରଜ ଉପଲକ୍ଷେ ଭି,ଏସ୍,ଏସ୍ ନଗରର ତ୍ରିନାଥ ବସ୍ତି ଅଞ୍ଚଳରେ ଥିବା ଛୋଟ ପିଲାଙ୍କ ପାଇଁ ପାଠ୍ୟ ଉପକରଣ,କେକ୍, ଚକୋଲେଟ୍ ଆଦି ପ୍ରଦାନ କରାଯାଇଥିଲା ।ଏଥିରେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତାକୁ ପ୍ରାଥମିକତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବ୍ ପକ୍ଷରୁ ସଭାପତି ଦୀପକ ନାଏକ, ସମ୍ପାଦକ କମଳାକାନ୍ତ ରାଉତରାୟ, ନଳିନୀକାନ୍ତ ବେହେରା,ଅକ୍ଷୟ ସ୍ୱାଇଁ, ସରୋଜ ରାଉତ, ସର୍ଵଜୀତ ସାହୁ ,ଅନନ୍ତ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.