Breaking

ରେକର୍ଡ କଲେ ରୋହିତ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କ୍ରିକେଟ୍ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ରୋହିତ୍। ବିଶ୍ୱରେକର୍ଡ ରଚିଲେ ରୋହିତ ଶର୍ମା । ବର୍ମିଂହାମରେ ଖେଳାଯାଉଥିବା ବିଶ୍ୱକପର ୪୦ତମ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ଚଳିତ ବିଶ୍ୱକପରେ ମୋଟ୍ ୪ଟି ଶତକ ହାସଲ କରିଛନ୍ତି ରୋହିତ । ପୂର୍ବରୁ ୨୦୧୫ ବିଶ୍ୱକପରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ୪ଟି ଶତକ ହାସଲ କରିଥିଲେ । ତେବେ ଏହି ରେକର୍ଡ ହାସଲ କରିବାରେ ରୋହିତ ପ୍ରଥମ ଭାରତୀୟ ହୋଇଥିବା ବେଳେ ଦ୍ୱିତୀୟ ଆନ୍ତର୍ଜାତୀୟ ଖେଳାଳୀ ଭାବେ ସେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ।

loading...

Leave A Reply

Your email address will not be published.