Breaking

ପଦ ଛାଡିଲେ କଂଗ୍ରେସ ଯୁବରାଜ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପଦ ଛାଡିଲେ ରାହୁଲ। କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳୀୟ ସଭାପତି ପଦ ଛାଡିଛନ୍ତି ରାହୁଲ୍ । ଦଳୀୟ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ୱିଟରରେ ଜଣାଇବା ସହ ଏହି ପଦରୁ କାହିଁକି ଇସ୍ତଫା ଦେଊଛନ୍ତି ତାହାର କାରଣ ମଧ୍ୟ ଦର୍ଶାଇଛନ୍ତି ରାହୁଲ । ଚାରି ପୃଷ୍ଠାର ଇସ୍ତଫାପତ୍ରରେ ସଭାପତି ପଦ ଛାଡିବାର ପୂରା କାରଣ ଲେଖିଛନ୍ତି ରାହୁଲ।
ତେବେ ଏ ନେଇ କଂଗ୍ରେସ ଶିବିରରେ ଦୁଃଖର ବାତାବରଣ ଖେଳି ଯାଇଛି

loading...

Leave A Reply

Your email address will not be published.