Breaking

ପାର୍କରେ ପ୍ରଚାର କଲେ ପ୍ରିୟଦର୍ଶୀ

0

ଭୁବନେଶ୍ୱର-ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଆଇ. ଆର.ସି.ଭିଲେଜ ସ୍ଥିତ ଏନ-5 ପାର୍କ ରେ ପ୍ରାତଃ ଭ୍ରମଣରେ ଯାଇ ଉପସ୍ଥିତ ପ୍ରାତଃ ଭ୍ରମଣରେ ଯୋଗ ଦେବା ସହ ଲୋକମାନଙ୍କୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତ ବିକାଶ ଧାରାକୁ ଅଗ୍ରଣୀ କରିବା ନିମନ୍ତେ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ବୁଝାଇବା ସହ ଓଡ଼ିଶାର ଜନସାଧାରଣ 25ବର୍ଷର ସ୍ଥାଣୁ ଏବଂ କଳଙ୍କିତ ସରକାର କୁ ପରିବର୍ତ୍ତନ କରି ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନରେ ସହଯୋଗ କାମନା କରିଥିଲେ l

loading...

Leave A Reply

Your email address will not be published.