ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ
ସବୁଆଡ଼େ ଉତ୍ସବର ମାହୋଲ ଚାଲିଥିବା ବେଳେ ସ୍ଥାନୀୟ ଭି.ଏସ୍.ଏସ୍ ନଗର ୱାର୍ଡ଼ ନଂ-୧୧ ଆସିଛି ଏକ ଦୁଃଖ ଦାୟକ ଖବର । ସୂଚନା ଅନୁସାରେ ଭି.ଏସ୍.ଏସ୍ ନଗର ପାଣିଟାଙ୍କି ସମ୍ମୁଖରେ ଥିବା ଏକ ଫଳ ଦୋକାନରେ ଦୋକାନୀ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଫାଟି ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡର…
Read More...
Read More...