Breaking

ଆଜି ୭୨ତମ ସ୍ୱାଧୀନତା ଦିବସ ! ରାଜ୍ୟବାସୀଙ୍କୁ ସମ୍ୱୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ୭୨ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚଳଚଞ୍ଚଳ। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୫ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ବିବାଦୀୟ ପରିସ୍ଥିତିରେ ସମ୍ମୁଖୀନ ହେବେ

ମେଷ: ଉଚ୍ଚ ମହଲରେ ପରିଚିତ ହେବେ। ପରୋପକାରୀ ହୋଇପାରନ୍ତି। କର୍ମରେ ଅଗ୍ରଗତି ଘଟିବ। ପ୍ରିୟଭାଷୀ, ଧନ ଓ ଯାନବାହନଯୁକ୍ତ, ସୁବର୍ଣ୍ଣ ସଂପଦଯୁକ୍ତ, ଅନୁଚରଯୁକ୍ତ ଓ ବଳବାନ ହୋଇପାରନ୍ତି। ବୃଷ: ଅତୀତ ସମସ୍ୟାରେ ବିମୁଖ ହୋଇପାରନ୍ତି। ଧନକ୍ଷୟ ହେବାର ସୂଚନା ମିଳୁଛି। କେବଳ ଯୁଗ୍ମ ବ୍ୟବସାୟରେ…
Read More...

ମାତ୍ର ଅଧ ଘଣ୍ଟା ସଙ୍ଗୀତ ଶୁଣନ୍ତୁ,ଦୂରେଇ ଯିବ ଏହି ରୋଗ

ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ହାଇପରଟେନସନ୍‌ ବା ଉଚ୍ଚ ରକ୍ତଚାପର ଶିକାର ହେଉଥିବାର ଶୁଣିବାକୁ ମିଳୁଛି। ଏଭଳି ରୋଗର ଆଶଙ୍କା ଥାଇ ମଧ୍ୟ ଅଧିକାଂଶ ଲୋକ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆଣୁନାହାନ୍ତି।କିନ୍ତୁ ଆପଣ କ’ଣ ଜାଣନ୍ତି ଯେ,ଏହାର ଏକ ସହଜ ଉପାୟ ଅଛି।…
Read More...

ସ୍ପଷ୍ଟ ଦିବାଲୋକରେ ଗ୍ରିଲ ତାଡ଼ି ଲୁଟିନେଲେ ସୁନା ଓ ଟଙ୍କା

ଭୁବନେଶ୍ବର:ଚନ୍ଦ୍ରଶେଖରପୁର ଥାନା ଅଧିନ ବିଡିଏ କଲୋନି କ୍ବାଟର ନମ୍ବର ୮୮ ରୁ ସ୍ପଷ୍ଟ ଦିବାଲୋକରେ ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଦୃର୍ବୃତ୍ତ। ଲୁଟେରା ମାନେ ଗ୍ରିଲ ତାଡି ୨ଲକ୍ଷ ଟଙ୍କାର ସୁନା,କୋଡିଏ ହଜାର ଟଙ୍କା,ଏଟିଏମ୍ କାର୍ଡ ବହୁ ଆସବାବ ପତ୍ର ଚୋରି କରିନେଇଥିବା ସୂଚନା ମିଳିଛି।…
Read More...

ସ୍ୱାଧୀନତା ଦିବସ ପରେଡରେ ଅଂଶଗ୍ରହଣ କରିବେ ନାହିଁ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ସ୍ୱାଧୀନତା ଦିବସ ପରେଡ଼ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ଲଘୁଚାପ ଜନିତ ବଡ଼ ବର୍ଷା ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ।ଏହା ସହ ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ଏନେଇ ବିଭାଗ ତରଫରୁ ଚିଠି ହୋଇଛି । କୌଣସି…
Read More...

ରାତି ପାହିଲେ ୭୨ତମ ସ୍ୱାଧୀନତା ଦିବସ ! ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ରାତି ପାହିଲେ ୭୨ତମ ସ୍ୱାଧୀନତା ଦିବସ । ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଏହି ଉତ୍ସବଟିକୁ ପାଳିବାକୁ ଦେଶବାସୀ ଉତ୍ସବ ମୁଖର । ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ରଖି ରାଜଧାନୀରେ କମିଶନରେଟ୍ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ…
Read More...

ଆଜିଠୁ ପ୍ରବଳ ବର୍ଷା ! ୧୪ ଜିଲ୍ଲା ପାଇଁ ଜାରି ହେଲା ସତର୍କ ସୂଚନା

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରରେ ଲାଗିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି ।ଗଂଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, ଜଗତସିଂପୁର ଏବଂ କଟକ ଜିଲ୍ଲାରେ ଅତି ପ୍ରବଳ ବର୍ଷା…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୪ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ

ମେଷ: କାର୍ଯ୍ୟରେ ବାଧା ଉପୁଜି ପାରେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ସୁଖ ମିଳିବ। ହସ-ଖୁସିରେ ଦିନଟି ବିତିବ। ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖନ୍ତୁ ନାହିଁ। ବୃଷ: କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ। ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ।…
Read More...

ରାଜଧାନୀରେ ବର୍ଷା ନେଲା ଜୀବନ ! ନାଳରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଭୁବନେଶ୍ବର:ଆଜି ସଂନ୍ଧ୍ୟା ସମୟରେ ହଠାତ ରାଜଧାନୀ ମୂଷଳ ଧାରରେ ବର୍ଷା ଆରମ୍ଭ ହୋଇ ଯାଇଥିଲା ।ତେବେ ତଳିଆ ଅଂଚଳରେ ପାଣି ଭର୍ତି ହୋଇ ହୋଇ ଯିବାରୁ ଜଣେ ବ୍ୟକ୍ତି ରାସ୍ତାକଡରେ ଥିବା ନାଳରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଗଙ୍ଗନଗର ଅଂଚଳର ହରି ପଟ୍ଟନାୟକ ନାମକ ଜଣେ…
Read More...